Only for Entertainment

ଦବଙ୍ଗ ଥ୍ରି ସେଟରୁ ଲିକ ହେଲା ସଲମାନଙ୍କ ଫାଇଟ ସିନ,ଗୁଣ୍ଡାକୁ କିକ ମାରୁଥିବା ଏବଂ ପୋଲ ଡ୍ୟାନ୍ସ କରୁଥିବାର ନଜର ଆସିଲେ ଦବଙ୍ଗ

hindirush
77

ସଲମାନ ଖାନ ଏବଂ ସୋନାକ୍ଷୀ ସିହ୍ନା ଷ୍ଟାରର ଫିଲ୍ମ ଦବଙ୍ଗ ଥ୍ରି’ର ସୁଟିଂ ଜୟପୁରରେ ଚାଲୁଛି ଏବଂ ଏଠାରେ ସୁଟିଂ ସମୟରେ କେତେକ ସିନ ମଧ୍ୟ ଲିକ ହୋଇ ସାରିଛି । ପ୍ରତିଦିନ ସେଟରୁ କିଛି ନା କିଛି ଭିଡ଼ିଓ ଲିକ ହେଉଛି । ନିକଟରେ ସୋନାକ୍ଷୀ ସିହ୍ନାଙ୍କ ରଜୋ ଲୁକ ଏବଂ ଚୁଲବୁଲ ପାଣ୍ଡେ ଲୁକରେ ସିନ ସୁଟିଂ ସମୟର ଭିଡ଼ିଓ ଭାଇରାଲ ହୋଇଥିଲା । ଏବେ ଫିଲ୍ମର ଏକ ଫାଇଟ ସିନ ଏବଂ ଭିଡ଼ିଓ ଭାଇରାଲ ହେଉଛି ।

 

 

View this post on Instagram

 

#dabangg3 shooting

A post shared by ?Mr zeeshu 786? (@mr_zeeshu_786) on

ଲିକ ହୋଇଥିବା ଏହି ଭିଡ଼ିଓରେ ସଲମାନ ଖାନ ଇନ୍ସପେକ୍ଟର ଚୁଲବୁଲେ ପାଣ୍ଡେ ଲୁକରେ ଏବଂ ଦୁଇ ପାଦରେ ଜମ୍ବ କରୁଥିବାର ନଜର ଆସିଛନ୍ତି । ସିନକୁ କରି ସାରିବା ପରେ କହୁଛନ୍ତି କ’ଣ ସଟ ଠିକ ଭାବରେ ହେଲା?ଏହାପରେ ସମସ୍ତେ ତାଳି ମାରୁଛନ୍ତି ।

ସଲମାନ ଖାନ ତାଙ୍କ ଫିଲ୍ମର ଲିକ ହେଉଥିବା ସିନକୁ ଅଟକାଇବା ପାଇଁ ତାଙ୍କ ଟିମ ଏବଂ କ୍ରୁ’କୁ ଖାସ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ମଧ୍ୟ ଭିଡ଼ିଓ ଲିକ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More