Only for Entertainment

ବଲିଉଡର ଏହି ଗୀତ ସହିତ ଭଗବାନ ଗଣେଶଙ୍କୁ କରନ୍ତୁ ଆଗମନ

LATESTLY
46

ଭଗବାନ ଗଣେଶଙ୍କ ଆଗମନ ହେବାକୁ ଯାଉଛି । ଗଣପତି ବାପ୍ପା ପୁଣିଥରେ ଭକ୍ତଙ୍କ ଗହଣକୁ ଆସିବାକୁ ଯାଉଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ୨ରେ ଗଣେଶ ଚତୁର୍ଥୀ ପର୍ବ ପାଳନ ହେବାକୁ ଯାଉଛି । ପୂରା ଦେଶରେ ଧୂମଧାମରେ ଏହି ପର୍ବ ପାଳନ ହେବ । ଏହି ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ବଡ ବଡ ପେଣ୍ଡାଲ ସହିତ ଆଲୋକ ମାଳାରେ ପୂରା ଦେଶ ଝଲସିବାରେ ଲାଗିଛି ।

ବଲିଉଡରେ ମଧ୍ୟ ଗଣପତି ବାପ୍ପାଙ୍କୁ ନେଇ ଅନେକ ଗୀତ କମ୍ପାଜ କରାଯାଇଛି । ବଲିଉଡର ଏହି ସମସ୍ତ ଗୀତ ଆପଣଙ୍କ ପର୍ବକୁ ଦ୍ୱିଗୁଣିତ ହୋଇଯିବ । ଆସନ୍ତୁ ନଜର ପକାଇବା ବଲିଉଡର କିଛି ଗୀତ ବିଷୟରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More