Only for Entertainment

ରିସେପସନରେ ପୂରା ଲାଇମଲାଇଟ ନେଇଗଲେ ରଣବୀରଙ୍କ ଶାଳୀ,ଦୀପିକାଙ୍କ ଠାରୁ ଦେଖା ଯାଉଥିଲେ ଅଧିକ ସୁନ୍ଦର ।

amarujala
111

ରଣବୀର ଏବଂ ଦୀପିକା ୧୪-୧୫ ନଭ୍ୱେରରେ ବିବାହ ବନ୍ଧନରେ ବାନ୍ଧି ହେଲେ ।ପ୍ରଥମେ କୋଙ୍କଣି ରୀତି ନୀତି ଏବଂ ପରେ ସିନ୍ଧି ରୀତି ନୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା ।୨୧ ନଭେମ୍ବରକୁ ବାଙ୍ଗାଲୁରୁରେ ରିସେପସନ ପାର୍ଟି ଦେଲେ । ଏହା ଦୀପିକାଙ୍କ ବାପାମାଆଙ୍କ ତରଫରୁ ରଖା ଯାଇଥିଲା ।

 

ବାଙ୍ଗାଲୁରୁର ସବୁଠାରୁ ବଡ଼ ହୋଟେଲ ‘ଦ ଲୀଲା’ରେ ରଖା ଯାଇଥିଲା ।ରିସେପସନର ସମସ୍ତ ପ୍ରସ୍ତୁତି ଦୀପିକାଙ୍କ ମା ଉଜ୍ୱଳା ପାଦୁକୋନ ତଦାରଖ କରିଥିଲେ ।

 

ଦୀପିକା ଏବଂ ରଣବୀର ପୁଣିଥରେ ରୟାଲ ଲୁକରେ ନଜର ଆସିଥିଲେ ।ଦୀପିକା ଯେଉଁ ଶାଢୀ ପିନ୍ଧିଥିଲେ ତାହା ତାଙ୍କୁ ତାଙ୍କ ମା ଉପହାର ଦେଇଥିଲେ ।

 

ଲୋକ କହୁଛନ୍ତି ରଣବୀର ଏବଂ ଦୀପିକା ବିରାଟ ଅନୁଷ୍କାଙ୍କ ଲୁକକୁ କପି କରିଛନ୍ତି ।ରିସେପସନରେ ଫିଲ୍ମ ଜଗତ ବ୍ୟତୀତ ଖେଳାଳୀ ମାନେ ମଧ୍ୟ ପହଂଚିଥିଲେ ।

 

ରିସେପସନରେ ରଣବୀରଙ୍କ ଶାଳୀ ସମସ୍ତ ଲାଇମଲାଇଟ ନେଇ ଯାଇଥିଲେ ।ଅନୀଷା ପାଦୁକୋନ ଏମିତି ତ ଲାଇମଲାଇଟ ଠାରୁ ଦୂରରେ ରୁହନ୍ତି,କିନ୍ତୁ ଏହି ଥର ସେ ତାଙ୍କ ଡ୍ରେସ ଏବଂ ଲୁକ କାରଣରୁ ଚର୍ଚ୍ଚାରେ ଥିଲେ ।ସୋସିଆଲ ମିଡିଆରେ ଅନୀଷାଙ୍କ ଫଟୋ ଭାଇରାଲ ହେଉଛି ।ସେ ଦୀପିକାଙ୍କ ଠାରୁ ୫ ବର୍ଷ ସାନ ।ପ୍ରୋଫେସନରେ ସେ ଜଣେ ଗୋଲ୍ଫର ।ସେ ଇଂଟରନେସନାଲ ଲେଭଲରେ ଭାରତକୁ ରିପ୍ରେଜେଂଟ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More