Only for Entertainment

କହାଁ ହମ କହାଁ ତୁମ’ରେ ଦୀପିକା ପାଦୁକୋନଙ୍କୁ କପି କଲେ ଦୀପିକା କକ୍କର ।

36

ଅଭିନେତ୍ରୀ ଦୀପିକା କକ୍କର ଧାରାବାହିକ କହାଁ ହମ କହାଁ ତୁମ’ରେ ସୋନାକ୍ଷୀ ଚରିତ୍ରରେ ନଜର ଆସୁଛନ୍ତି । ଏହି ଶୋ’ରେ ଦୀପିକାଙ୍କ ଭିନ୍ନ ଭିନ୍ନ ଆଉଟଫିଟକୁ ଖୁବ ପସନ୍ଦ କରାଯାଉଛି । ନିକଟରେ ଧାରାବାହିକରେ ଦୀପିକା ପାଦୁକୋନଙ୍କ ଏକ ଆଉଟଫିଟକୁ କପି କରିଛନ୍ତି ଦୀପିକା କକ୍କର । ସେ ଏକ ଲାଲ ରଙ୍ଗର ଶାଢୀ ପିନ୍ଧିଥିଲେ, ଯେଉଁଭଳି ଦୀପିକା ପାଦୁକୋନ ବିବାହ ପରେ ପିନ୍ଧିଥିଲେ । ଦୀପିକା କକ୍କର ସଂପୂର୍ଣ୍ଣ ଭାବରେ ଦୀପିକା ପାଦୁକୋନଙ୍କୁ କପି କରିଛନ୍ତି ।

 

ଦୁଇ ଫଟୋ ମଧ୍ୟରେ ଆପଣ ସାମାନ୍ୟ ଭିନ୍ନତା ଦେଖିପାରିବେ । ଦୀପିକା ଲାଇଟ ମେକଅପ ନେଇଥିଲେ, କିନ୍ତୁ ଦୀପିକା କକ୍କର ହେଭି ମେକଅପ ନେଇଛନ୍ତି । ସିରିଅଲରେ କରଣ ଗ୍ରୋଭର ନଜର ଆସୁଛନ୍ତି ।

କହିରଖୁଛୁ ଦୀପିକା କକ୍କର ଶଶୁରାଲ ସିମରକା’ ଧାରାବାହିକରେ ସିମର ଚରିତ୍ରରେ ନଜର ଆସିଥିଲେ । ଏହାପରେ ସେ ବିଗବସ ୧୨ର ବିଜୟିନୀ ମଧ୍ୟ ହେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More