Only for Entertainment

ଆଡ ଫଟୋସୁଟରେ ଟାଇଗରଙ୍କ ଗର୍ଲଫ୍ରେଣ୍ଡଙ୍କର ଦେଖିବାକୁ ମିଳିଲା ଏଭଳି ଅନ୍ଦାଜ, ଫ୍ୟାନ୍ସଙ୍କୁ ପସନ୍ଦ ଆସିଲା ଫଟୋ !

57

ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ଖୁବ ଶୀଘ୍ର ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ରେ ନଜର ଆସିବେ । ନିକଟରେ ଦିଶା ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଫଟୋ ଶେୟାର କରିଥିଲେ । ଫଟୋରେ ଦିଶା ୨ପିସରେ ନଜର ଆସିଥିଲେ । ଫଟୋରେ ଦିଶାଙ୍କ ହଟ ଅନ୍ଦାଜ ନଜର ଆସିଛି । ଫ୍ୟାନ୍ସମାନେ ଦିଶାଙ୍କ ଏହି ଫଟୋକୁ ଖୁବ ପସନ୍ଦ କରୁଛନ୍ତି ।

ଫିଲ୍ମ ଭାରତ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ସାଉଥ କୋରିଆନ ଡ୍ରାମା ଫିଲ୍ମ ‘ଅଡ ଟୁ ମାୟ ଫାଦର’ ଉପରେ ଆଧାରିତ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଲ୍ଲୀ ଅବାସ ଜଫର । ଫିଲ୍ମ ଚଳିତ ବର୍ଷ ଇଦରେ ରିଲିଜ ହେବ ।

 

View this post on Instagram

 

??? #MyCalvins @calvinklein

A post shared by disha patani (paatni) (@dishapatani) on


ଏହି ଫିଲ୍ମରେ ସଲମାନ ଏବଂ ଦୀଶାଙ୍କ ବ୍ୟତୀତ ତବୁ, କ୍ୟାଟରୀନା କୈଫ ଏବଂ ସୁନୀଲ ଗ୍ରୋବର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ତବୁ ଏବଂ ଜ୍ୟାକି ଶ୍ରଫ ମା-ବାପା ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More