Only for Entertainment

ସଲମାନଙ୍କ ସହ ଫଟୋ ଶେୟାର କରି ସାନିଆ ଲେଖିଲେ ଉଇ ଆର ଫ୍ୟାମିଲି !

36

ବଲିଉଡ ଅଭିନେତା ସଲମାନ ଖାନ ଏବଂ ଟେନିସ ପ୍ଲେୟାର ସାନିଆ ମିର୍ଜା ଅନେକ ସମୟ ହେବ ଭଲ ବନ୍ଧୁ ଅଟନ୍ତି । ନିକଟରେ ଦୁହେଁ ଦୁବାଇରେ ଭେଟ ହୋଇଥିଲେ । ଏଠାରେ ଭେଟ ହୋଇ ନେଇଥିବା ଫଟୋ ସାନିଆ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ଏବଂ ଏହାସହ ସେ କ୍ୟାପସନ ଲେଖିଛନ୍ତି ଫ୍ୟାମିଲି ଏବଂ ହାର୍ଟ ଇମୋଜି ଦେଇଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ସଲମାନ ଦ ବ୍ୟାଙ୍ଗ ଟୁର ଆଟେଂଡ କରିବା ପାଇଁ ପହଂଚିଥିଲେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସଲମାନ ଫିଲ୍ମ ଭାରତରେ ନଜର ଆସିବେ । ଏହି ଫିଲ୍ମ ଇଦରେ ରିଲିଜ ହେବ । ଫିଲ୍ମରେ ସଲମାନଙ୍କ ବ୍ୟତୀତ କ୍ୟାଟରୀନା, ସୁନୀଲ ଗ୍ରୋବର, ତବୁ ଏବଂ ଦିଶା ପଟାନୀ ନଜର ଆସିବେ ।

ଫିଲ୍ମରେ ତବୁ ଏବଂ ଜାକି ଶ୍ରଫ ସଲମାନଙ୍କ ମା-ବାପା ଭୂମିକାରେ ନଜର ଆସିବେ । ଏହାବ୍ୟତୀତ ସଲମାନ ଖୁବ ଶୀଘ୍ର ‘ଦବଙ୍ଗ୩’ର ସୁଟିଂ କରିବେ । ଫିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିବେ ସୋନାକ୍ଷୀ ସିନ୍ହା !

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More