Only for Entertainment

ଦିଶା ପାଟନୀ ପୁଣିଥରେ ଇଂଟରନେଟରେ ମଚାଇଲେ ହଙ୍ଗାମା, ସୁପରଫିଟ ବଡିରେ ଶେୟାର କଲେ ଏହି ହଟ ଅନ୍ଦାଜ ଫଟୋ !

85

ଏମଏସ ଧୋନି ଏବଂ ବାଗୀ୨ ଭଳି ଫିଲ୍ମରେ ରାତାରାତି ଷ୍ଟାର ହୋଇଥିବା ଦିଶା ପାଟନୀ ନିକଟରେ ନିଜର ଆଗାମୀ ଫିଲ୍ମ ‘ଭାରତ’ ପାଇଁ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ସଲମାନ ଖାନଙ୍କ ସହ କାମ କରିବାକୁ ଯାଉଛନ୍ତି । ଏହାସହ ତାଙ୍କ ଫ୍ୟାନ୍ସମାନଙ୍କ ଭରସା ଆସିଯାଇଛି ଏହି ଅଭିନେତ୍ରୀଙ୍କ ଉପରେ କି ସେ ଖୁବ ଶୀଘ୍ର ଆହୁରୀ ଅନେକ ଫିଲ୍ମରେ ହାଟ୍ରିକ ମାରିବେ । ମାତ୍ର ଏହାଭିତରେ ସେ ନିଜ ଫିଟ ଶରୀର ଏବଂ ଟୋନ୍ଡ ବଡି ସହ ଇଂଟରନେଟରେ ଫଟୋ ଶେୟାର କରି ଲକ୍ଷ ଲକ୍ଷ ଲୋକକୁ ଫିଟନେସ ପାଇଁ ପ୍ରେରଣା ଦେଉଛନ୍ତି ।

ନିକଟରେ ତାଙ୍କର ଆଉ ଏକ ଫଟୋ ସୋସିଆଲ ମିଡିଆରେ ଧମାଲ ମଚାଇଛି । ଦିଶା ଏହି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଫଟୋରେ ଦିଶା କୌଣସି ହଲିଉଡ ଷ୍ଟାରଙ୍କ ଠାରୁ କମ ଦିଶୁ ନାହାନ୍ତି । ଏହି ଫଟୋ ଶେୟାର କରିବା ପରେ ଏବେ ପର୍ଯ୍ୟନ୍ତ ୧୨ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି । ଏଠାରେ ଆମେ କହି ରଖୁଛୁ ଯେ ଏହି ବ୍ରାଣ୍ଡକୁ ଦିଶା ପ୍ରମୋଟ କରୁଛନ୍ତି ।

 

View this post on Instagram

 

???? #MyCalvins @calvinklein

A post shared by disha patani (paatni) (@dishapatani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More