Only for Entertainment

ଜବରଦସ୍ତ ୱାର୍କଆଉଟ କରୁଛନ୍ତି ଦୀଶା ପାଟନୀ, କଣ ସଲମାନଙ୍କ ଫିଲ୍ମ ହେଉଛି ଏହାର କାରଣ !

India Today
40

ଅଭିନେତ୍ରୀ ଦୀଶା ପାଟନୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଅସଲରେ ଏହି ଭିଡିଓରେ ସେ ୱାର୍କଆଉଟ କରୁଥିବାର ନଜର ଆସିଛନ୍ତି, ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ନିଜ ଟ୍ରେନରଙ୍କ ସହ ରାଉଣ୍ଡ କିକ୍ ର ପ୍ରାକ୍ଟିସ କରୁଛନ୍ତି । ଟାଇଗର ଶ୍ରଫଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚାରେ ଆସିଥିବା ଏହି ଅଭିନେତ୍ରୀ ଏବେ ସଲମାନଙ୍କ ଅପକମିଂ ଫିଲ୍ମ ଭାରତ ପାଇଁ ବ୍ୟସ୍ତ ଅଛନ୍ତି ।

 

View this post on Instagram

 

Everyday makes a difference, chilling with @rakeshyadav13 ?

A post shared by disha patani (paatni) (@dishapatani) on

ରିପୋର୍ଟ ମୁତାବକ ଫିଲ୍ମରେ ସେ ସଲମାନଙ୍କ ଭଉଣୀ ଭୂମିକାରେ ନଜର ଆସିବେ । ସଲମାନ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଏବଂ ତାଙ୍କ ବିପକ୍ଷରେ ନଜର ଆସିବେ କ୍ୟାଟ୍ରିନା । ଫିଲ୍ମ ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫରଙ୍କ ଏହି ଫିଲ୍ମ ୨୦୧୯ ଇଦ ସମୟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More