Only for Entertainment

ବିବାହ କରିବାକୁ ଯାଉଛନ୍ତି ଦିବ୍ୟଙ୍କା ତ୍ରିପାଠୀଙ୍କ ଏକ୍ସ ବୟଫ୍ରେଣ୍ଡ, ଏପରି ରହିଛି ବିବାହ କାର୍ଡ

BollywoodShaadis
38

ୟେ ହେଁ ମହୋବତେଁ ଜରିଆରେ ଘରେ ଘରେ ପରିତିତ ଇଶି ମା’ ତଥା ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀଙ୍କ ଏକ୍ସ ବୟଫ୍ରେଣ୍ଡ ଅଭିନେତା ଶରଦ ମଲହୋତ୍ରା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ ଶରଦ ୨୦ ଏପ୍ରିଲରେ ରିପ୍ସି ଭାଟିଆଙ୍କୁ ବିବାହ କରିବାକୁ ଯାଉଛନ୍ତି ।

 

View this post on Instagram

 

They say ur lucky …….I say, I’m lucky ❤@ripci.bhatia? #ripsha #ganpatibappamorya #nowandforever

A post shared by Sharad_Malhotra009 (@sharadmalhotra009) on

ସୋସିଆଲ ମିଡିଆରେ ଶରଦଙ୍କ ବିବାହ କାର୍ଡକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ ଚର୍ଚ୍ଚା ଚାଲିଛି । ଏହି ବିବାହ କାର୍ଡରେ ବିବାହ ତାରିଖ ଏବଂ ଭେନ୍ୟୁ ମଧ୍ୟ ଲେଖିାଯାଇଛି । କହିରଖୁଛୁ ଯେ, ଶରଦଙ୍କ ମା’ ବିବାହ ପାଇଁ ତାଙ୍କୁ ଅନେକ ଦିନରୁ କହିଆସୁଥିଲେ । ଏକ ଫ୍ୟାମିଲି ଫଙ୍କସନରେ ଶରଦ ରିପ୍ସିଙ୍କୁ ଦେଖିବା ପରେ ବିବାହ ପାଇଁ ହଁ ଭରିଥିଲେ ।

sharad

ଆପଣ ଜାଣିଥିବେ ଯେ, ବନୁ ମେଁ ତେରି ଦୁଲହନ ଶୋ’ରୁ ଶରଦଏବଂ ଦିବ୍ୟଙ୍କାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଦୁହଁ ପରସ୍ପରକୁ ୮ ବର୍ଷ ପର୍ଯ୍ୟନ୍ତ ଡେଟ କରିଥିଲେ । କିନ୍ତୁ ଏହି ସମ୍ପର୍କ ବିବାହର ରୂପ ନେଇ ପାରିଲା ନାହିଁ । ପରେ ଦିବ୍ୟଙ୍କା ବିବେକ ଦହିୟା ଙ୍କୁ ବିବାହ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More