Only for Entertainment

ଅକ୍ଷୟ କୁମାରଙ୍କ ବ୍ୟତୀତ କେହି କରି ପାରିବେ ନାହିଁ ଖତରନାକ ଷ୍ଟଂଟ, ଦେଖି ଉଡ଼ିଯିବ ହୋଶ ।

DNA India
0 47

ଅକ୍ଷୟ କୁମାର ଖିଲାଡ଼ୀ କୁମାରଙ୍କ ନାମରେ ବେଶ ଜଣାଶୁଣା । ସେ କେତେକ ଫିଲ୍ମରେ ଷ୍ଟଂଟ ନିଜେ କରନ୍ତି । ତାଙ୍କ ଅଭିନୟ ମଧ୍ୟ ଖୁବ ଜବରଦସ୍ତ । ଟିଭି ରିଆଲିଟି ଶୋ ଖତରୋଁ କେ ଖିଲାଡ଼ୀର ଆରମ୍ଭ ମଧ୍ୟ ସେ ନିଜେ କରିଥିଲେ । ସେ ବାସ୍ତବ ଜୀବନରେ ମଧ୍ୟ ବିପଦକୁ ଡରନ୍ତି ନାହିଁ । ଆଜି ଆମେ ସେହିଭଳି କିଛି ଷ୍ଟଂଟ ବିଷୟରେ କହିବୁ ଯାହା କେବଳ ଅକ୍ଷୟ କରିପାରିବେ ।

ଖିଲାଡ଼ୀ ୭୮୬ରେ ଏହି ଦୃଶ୍ୟକୁ ଦେଖନ୍ତୁ,ଯେଉଁଥିରେ ସେ ଉଚ୍ଚ ବିଲଡିଙ୍ଗରୁ ଡେଉଁଛନ୍ତି ।

ସିଂହ ଇଜ କିଙ୍ଗକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ଦୃଶ୍ୟ ଦେଖନ୍ତୁ । ଏଥିରେ ଅକ୍ଷୟ ଗୋଟିଏ ଲିଫ୍ଟରୁ ଅନ୍ୟ ଏକ ଲିଫ୍ଟକୁ ଡେଉଁଛନ୍ତି । ଏହା ତାଙ୍କର ଅରିଜିନାଲ ଷ୍ଟଂଟ । ଅକ୍ଷୟଙ୍କ ବ୍ୟତୀତ ଏହି ଷ୍ଟଂଟ ଅନ୍ୟ କେହି କରିପାରିବେ ନାହିଁ ।

ଖିଲାଡ଼ୀ ୪୨୦ରେ ମଧ୍ୟ ବିମାନରୁ ବେଲୁନ ଉପରକୁ ଡେଇଁଥିଲେ ତାହା ମଧ୍ୟ ବିନା ସେଫ୍ଟୀରେ । ତେବେ ଏହା ଅକ୍ଷୟ ନିଜେ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More