ପୁଅକୁ ଲୁଚାଇ ଆଇସକ୍ରିମ ଖାଉଥିଲା ବାପା, ମୁହଁ ସୁଙ୍ଘି ଧରିଲା ପୁଅ ତା ପରେ ହେଲା କିଛି ଏଭଳି ! ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ଅନେକ ଫନି ଭିଡିଓ ପୋଷ୍ଟ କରାଯାଉଥିବାର ଦେଖିବାକୁ ମିଳିଥାଏ । ଏହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ । ଛୁଆନଟି କେବଳ ୩୦ ସେକେଣ୍ଡରେ ବାପାର ଚୋରିକୁ କିଭଳି ଧରି ମାଡ ମାରୁଛି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି ।
ଏହି ୩୦ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ଯେ ବାପା ଛୁଆକୁ ଲୁଚେଇ ଆଇସକ୍ରିମ ଖାଉଛନ୍ତି । ପରେ ଛୁଆଟି ବାପାର ମୁହଁକୁ ସୁଙ୍ଘି ଚୋରି ଧରି ନେଉଛି ଏବି ପିଟିବା ଆରମ୍ଭ କରୁଛି ।
ଦେଖନ୍ତୁ-
This is a fine piece of investigation. Crime detected in 30 seconds? pic.twitter.com/lYQYqW1g5d
— Arun Bothra (@arunbothra) August 15, 2019
ଏହି ଭିଡିଓକୁ ଆରୁଣ ବୋଥରା ନାମ କ ଜଣେ ଟ୍ୱିଟର ବ୍ୟବହାରକାରୀ ସେୟାର କରିଛନ୍ତି । ଏହାର କ୍ୟାପସ ନରେ ସେ ଲେଖିଛନ୍ତି, ‘ଅଦ୍ଭୁତ ପ୍ରକାରର ଜାଂଚ । ୩୦ ସେକେଣ୍ଡରେ ଅପରାଧୀ ପିତାକୁ ଧରି ନେଲା ପୁଅ ।’ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ଏହା ସହିତ ୮ ହଜାରରୁ ଅଧିକ ରିଟ୍ୱିଟ ଏବଂ ୨୪ ହଜାରରୁ ଅଧିକ ଲାଇକ ମିଳି ସାରିଛି ।