Only for Entertainment

ରିଲିଜ ପୂର୍ବରୁ ମାଇଲଷ୍ଟାନ ସୃଷ୍ଟି କଲା ଅକ୍ଷୟ ଏବଂ ରଜନୀକାନ୍ତଙ୍କ ୨.୦ ।

The News Minute
19

ସିନେ ଇଣ୍ଡଷ୍ଟ୍ରିର ସବୁଠୁ ହାଇବଜେଟ ଫିଲ୍ମ ୨.୦କୁ ନେଇ ଏବେ ସବୁଠି ଚର୍ଚ୍ଚା ।ଗୋଟେ ପରେ ରେର୍କଡ ନିଜ ନାଁରେ କରିଚାଲିଛି ଫିଲ୍ମ ।ଏବେ ନୂଆ ରେର୍କଡ ନିଜ ନାଁରେ କରିଛି ଫିଲ୍ମ ୨.୦  ।୫୩୦କୋଟି ବଜେଟର ଏହି ଫିଲ୍ମ ରିଲିଜ ପୂର୍ବରୁ ହିଁ ୪୨୦ କୋଟି କଲେକ୍ସନ କରି ଏକ ମାଇଲଷ୍ଟୋନ ସୃଷ୍ଟି କରିଛି ।ସାଟେଲାଇଟ,ଥିଏଟର,ଡିଜିଟାଲ ଓ ଅନ୍ୟାନ୍ୟ ରାଇଟସରୁ ଫିଲ୍ମ ଏପର୍ଯ୍ୟନ୍ତ ୪୨୦ ଆୟ କରିସାରିଥିବା ଜଣାପଡିଛି ।ଏଥିସହ ଆଡଭାନ୍ସ ବୁକିରେ ଫିଲ୍ମ ଏପର୍ଯ୍ୟନ୍ତ ରେର୍କଡ ସୃଷ୍ଟି କରି ୧୨୦କୋଟି କଲେକ୍ସନ କରିସାରିଛି ।

ସିନେ ସମୀକ୍ଷକଙ୍କମତରେ ଏହି ଟେକ୍ନୋସାଇନ୍ସ ଫିଲ୍ମ ଫିଲ୍ମ ଜଗତରେ ନୂଆ ଇତିହାସ ସୃଷ୍ଟି କରିବା ସହ ସବୁ ରେର୍କଡ ନିଜ ନାଁରେ ରଖିବା ଦମ ରଖିଛି ।ଅପେକ୍ଷା ନଭେମ୍ବର ୨୯କୁ ।ଆସୁଛି ରଜନୀକାନ୍ତ ଓ ଅକ୍ଷୟ କୁମାର ଷ୍ଟାର ଫିଲ୍ମ ୨.୦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More