Only for Entertainment

‘ମେରି ଆଶିକୀ ତୁମସେ ହି’ ଫେମ ରାଧିକା କରିବେ ବଲିଉଡ ଡେବ୍ୟୁ, ଏହି ନିର୍ଦ୍ଦେଶକଙ୍କ ଫିଲ୍ମରେ ଆସିବେ ନଜର

inuth
0 52

କଲର୍ସରେ ପ୍ରସାରିତ ହୋଇଥିବା ଟିଭି ଶୋ’ ‘ମେରି ଆଶିକୀ ତୁମସେ ହି’ରୁ ଫେମସ ହୋଇଥିବା ଟିଭି ଅଭିନେତ୍ରୀ ରାଧିକା ଫିଲ୍ମରେ ନିଜ କ୍ୟାରିୟର ଗଢିବା ପାଇଁ ଯାଉଛନ୍ତି ।

ଖବର ଆସୁଛି ଯେ ପ୍ରସିଦ୍ଧ ଫିଲ୍ମ ମିର୍ମାତା ବିଶାଲ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ କମେଡି ଫିଲ୍ମ ‘ଛୁରିୟାଁ’ରେ ସେ ବଲିଉଡ ଡେବ୍ୟୁ କରିବେ ।

radhika

ରାଧିକା ନନ ଫିଲ୍ମ ପରିବାରବରୁ ଆସି ମଧ୍ୟ ନିଜର ଅଭିନୟ ଏବଂ ପରିଶ୍ରମ ବଳରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଫିଲ୍ମର ଏହି ରୋଲ ପାଇଁ ୬୦ ଜଣଙ୍କର ଅଡିଶନ ନିଆଯାଇଥିଲା । କିନ୍ତୁ ରାଧିକା ନିଜ ଅଭିନୟ ବଳରେ ସମସ୍ତଙ୍କୁ ପଛରେ ପକାଇ ନିଜ ପ୍ରତିଭାର ଛାପ ଛାଡିବାରେ ସଫଳ ହୋଇଛନ୍ତି ।

radhika2

ସୂଚନା ଅନୁସାରେ ଏହି ଫିଲ୍ମରେ ଦଙ୍ଗଲ ଫେମ ସାନ୍ୟା ମଲୋହତ୍ରା ମଧ୍ୟ ନଜର ଆସିବେ । ଫିଲ୍ମ ନିର୍ମାତା ବିଶାଲ ଭରଦ୍ୱାଜ ରାଧିକାଙ୍କ ବଷୟରେ କହିଥିଲେ ସେ ଖୁବ ଚମତ୍କାର ଅଭିନେତ୍ରୀ । ତେବେ ଆଶା କରାଯାଉଛି ତାଙ୍କର ଏହି ଫିଲ୍ମ ଦର୍ଶକଙ୍କୁ କେତେ ମାତ୍ରାରେ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More