Only for Entertainment

ଲୁଚି ଲୁଚି ବାହା ହୋଇଗଲେ ସ୍ତ୍ରୀ ଫିଲ୍ମର ନିର୍ମାତା,ସାମ୍ନାକୁ ଆସିଲା ବିବାହ ଫଟୋ ।

bollywood tadka
18

ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିରେ ଏବେ ବିବାହର ସିଜନ ଚାଲିଛି । ଏବେ ଦୁଇ ଦିନରେ ବଲିଉଡ ଏବଂ ଟିଭିର ୬ ବ୍ୟକ୍ତି ବିବାହ ବନ୍ଧନରେ ବାନ୍ଧି ହେଲେ । ଏହି ଲିଷ୍ଟରେ ଈଶା ଅମ୍ବାନୀଙ୍କ ବ୍ୟତୀତ କପିଲ ଶର୍ମା,ପାରୁଲ ଚୌହାନ, ରଘୁ ରାମ, ଅଦିତି ଗୁପ୍ତା ଏବଂ ସ୍ତ୍ରୀ ଫିଲ୍ମର ପ୍ରଡ୍ୟୁସର ଦିନେଶ ବିଜ୍ଞାନଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି ।

ପ୍ରତିମା ତନବରଙ୍କୁ ସିକ୍ରେଟ ଭାବରେ ଦିନେଶ ବିବାହ କରିଛନ୍ତି । ଏହା ଖୁବ ପ୍ରାଇଭେଟ ଥିଲା,ଯେଉଁଥିରେ ତାଙ୍କର କିଛି ଖାସ ବନ୍ଧୁ ଓ ପରିବାରବର୍ଗ ସାମିଲ ଥିଲେ । ବହୁ ଦିନ ଧରି ଡେଟ କରିବା ପରେ ଦୁଇ ଜଣ ବିବାହ କଲେ । ତେବେ ଦୁଇଜଣଙ୍କର ବିବାହର ଫଟୋ ଖୁବ ଭାଇରାଲ ହେଉଛି । ଏହି ସିକ୍ରେଟ ବିବାହରେ ବଲିଉଡର କିଛି ସେଲିବ୍ରେଟୀ ଯେପରି କ୍ରିତି ସାନନ,ସୁଶାନ୍ତ ସିଂ ରାଜପୂତ,ଶ୍ରଦ୍ଧା କପୁର,କାର୍ତ୍ତିକ ଆର‌୍ୟନ, ରବୀନା ଟଣ୍ଡନ ଏବଂ ଅମର କୌଶିକ ସାମିଲ ହୋଇଥିଲେ ।

କହିରଖୁଛୁଯେ ଦିନେଶ କେତେକ ଫିଲ୍ମ ନିର୍ମାଣ କରିଛନ୍ତି,ଯେପରି ଲଭ ଆଜ କଲ,କକଟେଲ,ବଦଲାପୁର ଓ ହିନ୍ଦୀ ମିଡିୟମ । ଏହା ବ୍ୟତୀତ ଅନ୍ୟ ୩ଟି ଫିଲ୍ମ ମଧ୍ୟ ରହିଛି ଯାହା ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More