Only for Entertainment

ଆସିଲା କପିଲ ଶର୍ମା ଏବଂ ଗିନ୍ନିଙ୍କ ମେହେନ୍ଦିର ପ୍ରଥମ ଫଟୋ !

indiatoday
24

କମେଡି କିଙ୍ଗ କପିଲ ଶର୍ମା ୧୨ଡିସେମ୍ବରରେ ଗିନ୍ନି ଚତ୍ରାଥଙ୍କୁ ବିବାହ କରିବେ । ଦୁହିଁଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି । ଏବେ ସେଲିବ୍ରେଶନ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏବେ ମେହେନ୍ଦିର ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ପରିବାର ଲୋକ ମେହେନ୍ଦି ଲଗାଇଥିବାର ନଜର ଆସିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ କପିଲ ଜଲନ୍ଧରରେ ବିବାହ କରିବେ ଏବଂ ୧୪ଡିସେମ୍ବରରେ ସେ ବିବାହ ରିସେପସନ ରଖିଛନ୍ତି । ବିବାହରେ କୃଷ୍ଣା ଅଭିଷେକ, ସୁମୋନା ଚକ୍ରବର୍ତ୍ତୀ ଏବଂ ତାଙ୍କ ଶୋ’ର ବାକି ଲୋକ ସାମିଲ ହେବେ ବୋଲି ଆଶା କରାଯାଉଛି । ଖବର ମୁତାବକ ତାଙ୍କ ବିବାହର ସମସ୍ତ ଫଙ୍କସନ କପିଲଙ୍କ ୟୁଟ୍ୟୁବ ଚ୍ୟାନେଲରେ ଲାଇଭ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More