Only for Entertainment

‘କୋଇ ମିଲ ଗୟା’ର ଚାଇଲଡ ଆକ୍ଟ୍ରେସ ଭାବରେ ନଜର ଆସିଥିବା ଅଭିନେତ୍ରୀଙ୍କୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା,କିନ୍ତୁ ସେଠାରେ ଘଟିଲା କିଛି ଏଭଳି ଘଟଣା,ଯାହା ଖୁବ ଲଜ୍ଜା ଜନକ । ଦେଖନ୍ତୁ ଭିଡିଓ ।

youtube
0 90

ସୁୁପରହିଟ ଫିଲ୍ମ କୋଇ ମିଲ ଗୟାରେ ଚାଇଲଡ ଆକ୍ଟର ଭାବରେ ନଜର ଆସିଥିବା ସୁନ୍ଦର ଅଭିନେତ୍ରୀ ହଂସିକା ମୋଟବାନି ଏକ ଷ୍ଟୋର ଲଂଚିଙ୍ଗ ପାଇଁ ଯାଇଥିଲେ । ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ଫ୍ୟାନ୍ସ ମାନଙ୍କର ଭିଡ଼ ଜମିଥିଲା । ସିକ୍ୟୁରିଟି ସହିତ ତାଙ୍କୁ ଷ୍ଟୋର ପର୍ଯ୍ୟନ୍ତ ନିଆଗଲା । କିନ୍ତୁ ସିଢୀ ଚଢୁଥିବା ସମୟରେ କିଛି ଏଭଳି ଘଟଣା ଘଟିଲା ଯାହା ଖୁବ ଲଜ୍ଜାଜନକ । ଏହାର ଭିଡିଓ ହଂସିକା ନିଜ ଇଂଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି ।

ଭିଡିଓରେ ସେ ଶାଢୀ ପିନ୍ଧିଥିବା ନଜର ଆସିଥିଲେ । ଘଟଣା ଘଟିବା ପରେ ଅଭିନେତ୍ରୀ ଖୁବ ଶୀଘ୍ର ଶୀଘ୍ର ଷ୍ଟୋର ପାଶ୍ୱର୍କୁ ମାଡ଼ିବାକୁ ଲାଗିଲେ । କିନ୍ତୁ ସେ ତାଙ୍କର ହାତକୁ ଏଭଳି ରଖିଥିଲେ ଯେଉଁଥିରୁ ଜଣାପଡ଼ୁଛିଯେ ତାଙ୍କ ସହିତ କିଛି ଘଟିଥିଲା ଏବଂ ସେ ଅସୁଖକର ଅନୁଭବ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More