Only for Entertainment

Happy Birthday Jacqueline Fernandez : ଇଂଷ୍ଟା କ୍ୱିନ ଜ୍ୟାକଲିନ, ଏହା ହେଉଛି ପ୍ରମାଣ

latestly
82

ଶ୍ରୀଲଙ୍କା ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଆଜି ନିଜର ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ପୂର୍ବରୁ ହିଁ ଜ୍ୟାକଲିନ ନିଜ ସହରରେ ଓ ସାଙ୍ଗ ମାନଙ୍କ ସହ ପ୍ରି ବାର୍ଥ ଡେ ସେଲିବ୍ରସନ କରଛନ୍ତି ।

 

 

View this post on Instagram

 

high tides and good vibes?? #beachvibes #cinnamonhotels

A post shared by Jacqueline Fernandez (@jacquelinef143) on

ଜ୍ୟାକଲିନ ମଡେଲିଂରୁ ନିଜ କଳାକାର ଜୀବନ ଆରମ୍ଭ କରଥିଲେ । ସୁଜଏ ଘୋଷଙ୍କ ଡ୍ରାମା ଫିଲ୍ମ ଆଲ୍ଲାଉଦିନରେ ସେ ପ୍ରଥମେ ଆକ୍ଟିଂ କ୍ୟଆରିଅର ଡେବ୍ୟୁ କରିଥିଲେ । ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରିକୁ ଗୋଟେ ପରେ ଗୋଟେ ସୁପରହିଟ ଫିଲ୍ମ ଦେଇଆସିଛନ୍ତି । ମର୍ଡର-୨, ହାଉସଫୁଲ-୨, ରେସ-୨, କିକ୍ ଓ ହାଉସଫୁଲ-୩ ପରି ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ ସେ ଭେଟି ଦେଇଛନ୍ତି । ୧୯୮୫ ଅଗଷ୍ଟ ୧୧ରେ ଶ୍ରାଲଙ୍କାରେ ଏକ ଜନ୍ମ ଗ୍ରହଣ କରିଥିବା ଜ୍ୟାକଲିନ ୨୦୦୬ରେ ରେ ମିସ୍ ୟୁନିିଭର୍ସ ଶ୍ରୀଲଙ୍କା ଟାଇଟେଲ ହାସଲ କରିଥିଲେ ।

 

View this post on Instagram

 

My Happy place with my happy people!? #thetravelankas ?

A post shared by Jacqueline Fernandez (@jacquelinef143) on

ଜନ୍ମଦିନ ଅବସରରେ ଜ୍ୟାକଲିନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଗ୍ଲାମୋରସ ଫଟୋ ପୋଷ୍ଟ କରିଛନ୍ତି । ଆକ୍ଟ୍ରେସ ଏହି ଫଟୋର ଷ୍ଟନିଂ ଲୁକରେ ନଜର ଆସିଛନ୍ତି । ଫଟୋ ସହ ଏକ ମଜାଦାର ଭିଡିଓ ମଧ୍ୟ ସେୟାର କରିଛନ୍ତି । ଜ୍ୟାକଲିନଙ୍କୁ ଇଂଷ୍ଟା କୁଇନ ମଧ୍ୟ କୁହାଯାଏ । ଆଉ ଏହାର ପ୍ରମାଣ ଆପଣ ତାଙ୍କ ଇଂଷ୍ଟା ପୋଷ୍ଟ ଗୁଡିକରୁ ପାଇପାରିବେ ।

 

View this post on Instagram

 

What an amazing feeling the day you wake to find they have no more power over you ??‍♀️??

A post shared by Jacqueline Fernandez (@jacquelinef143) on

 

View this post on Instagram

 

?

A post shared by Jacqueline Fernandez (@jacquelinef143) on

 

View this post on Instagram

 

New mode of transport and loving it!! #madhisland who’s been on the jetty?? ?

A post shared by Jacqueline Fernandez (@jacquelinef143) on

ଶେଷଥର ପାଇଁ ସଲମାନ ଖାନଙ୍କ ସହ ରେସ-୩ରେ ଜ୍ୟାକଲିନଙ୍କୁ ଦେଖିବାକୁ ମିଳିଥିଲା । ଖୁବଶୀଘ୍ର ତାଙ୍କୁ ସୁଶାନ୍ତ ସିଂ ରାଜପୁତଙ୍କ ସହ ‘ଡ୍ରାଇଭ’ ଫିଲ୍ମରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି । ଜନ୍ମଦିନ ଅବସରରେ ଜ୍ୟାକିଙ୍କୁ ଫ୍ୟାନ୍ସଙ୍କ ତରଫରୁ ଶଭେଚ୍ଛାର ସୁଅ ଛୁଟିଛି ।

 

View this post on Instagram

 

You like my magic trick? Going nuts over this chocolate almond milk! @rawpressery which one has more jadoo?? ??

A post shared by Jacqueline Fernandez (@jacquelinef143) on

 

View this post on Instagram

 

Break up with your girlfriend.. cuz I’m bored… ok not my lyrics! I’ve always got my girlies’ backs ?? #toysoverboys ?

A post shared by Jacqueline Fernandez (@jacquelinef143) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More