Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

youtube
0 41

ରବି ଓ ସୋମବାର: ଭାବିଥିବା କାମ ପୂରା ହେବ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଗୁରୁ ଓ ଶୁକ୍ରବାର: ନିକଟ ସଂପର୍କୀୟଙ୍କ ମାଧ୍ୟମରେ ଫାଇଦା ହେବ। ଶନିବାର: ଭାଗ୍ୟ ବହୁତ କିଛି ଦେବ।

 

ରବି ଓ ସୋମବାର: ପରିଶ୍ରମର ସୁଫଳ ପାଇବେ। ମଙ୍ଗଳ ଓ ବୁଧବାର: ପ୍ରୟାସରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ମନରେ ନୂଆ ନୂଆ ବିଚାର ଆସିବ। ଶନିବାର: ଦିନଟି ବ୍ୟସ୍ତତାରେ କଟିବ।

 

ରବି ଓ ସୋମବାର: ଆର୍ଥିକ ସ୍ଥିତି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ମନ ସକାରାତ୍ମକ କାମରେ ଲଗାନ୍ତୁ। ଗୁରୁ ଓ ଶୁକ୍ରବାର: କାରବାରୀଙ୍କ ପାଇଁ ସମୟ ବଢ଼ିଆ ରହିବ। ଶନିବାର: ଦିନଟି ଲାଭପ୍ରଦ।

 

ରବି ଓ ସୋମବାର: ରାଜନୀତିରେ ଯୋଗାଯୋଗ ଭଲ ରହିବ। ମଙ୍ଗଳ ଓ ବୁଧବାର: ଧନଲାଭର ସୁଯୋଗ ଆସିବ। ଗୁରୁ ଓ ଶୁକ୍ରବାର: ଆପଣଙ୍କର ତର୍କ ଶକ୍ତି କାମରେ ଆସିବ। ଶନିବାର: ପୁରୁଣା ଚିନ୍ତା ସମାପ୍ତ ହେବ।

 

ରବି ଓ ସୋମବାର: ଉନ୍ନତିର ନୂଆ ଦ୍ଵାର ଖୋଲିବ। ମଙ୍ଗଳ ଓ ବୁଧବାର: ଚାକିରିଆଙ୍କ ପାଇଁ ସମୟ ଭଲ। ଗୁରୁ ଓ ଶୁକ୍ରବାର: ଆପଣଙ୍କ ବିଚାରର ପ୍ରଶଂସା ହେବ। ଶନିବାର: ସମୟ ଖୁସି ଭରା ରହିବ।

 


ରବି ଓ ସୋମବାର: କାମ ପ୍ରତି ସଚେତନ ରହନ୍ତୁ। ମଙ୍ଗଳ ଓ ବୁଧବାର: କୌଣସି ବଡ଼ ମାମଲା ସମାଧାନ ହୋଇଯିବ। ଗୁରୁ ଓ ଶୁକ୍ରବାର: କ୍ୟାରିୟର ପାଇଁ ନୂଆ ସୁଯୋଗ ମିଳିବ। ଶନିବାର: ଜମି କିଣିବା ଲାଗି ସମୟ ଭଲ।

 


ରବି ଓ ସୋମବାର: କାରବାରୀଙ୍କ ପାଇଁ ସମୟ ଲାଭପ୍ରଦ। ମଙ୍ଗଳ ଓ ବୁଧବାର: ଆପଣଙ୍କୁ ବିଶେଷ କଥାର ସୂଚନା ମିଳିବ। ଗୁରୁ ଓ ଶୁକ୍ରବାର: କିଛି ନୂଆ କାମ କରିପାରନ୍ତି। ଶନିବାର: ବିଶେଷ କାର୍ଯ୍ୟର ଯାତ୍ରାରେ ଯିବେ।

 

ରବି ଓ ସୋମବାର: କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କୁ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: କାରବାର ବୃଦ୍ଧି ହେବ।

 


ରବି ଓ ସୋମବାର: କଳାତ୍ମକ ବିଷୟରେ ରୁଚି ରହିବ। ମଙ୍ଗଳ ଓ ବୁଧବାର: ନୂଆ ଲୋକଙ୍କ ସହିତ ଯୋଡ଼ିବେ। ଗୁରୁ ଓ ଶୁକ୍ରବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିବାର: ଆୟର ସ୍ରୋତ ପ୍ରସ୍ତୁତ ହେବ।

 

ରବି ଓ ସୋମବାର: ଭାବିଚିନ୍ତି ବଡ଼ ଫଇସଲାର ଅନ୍ତିମ ରୂପ ଦିଅନ୍ତୁ। ମଙ୍ଗଳ ଓ ବୁଧବାର: ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ବନ୍ଧୁଙ୍କ ସହଯୋଗରେ ଆଗକୁ ବଢ଼ିବେ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

 

ରବି ଓ ସୋମବାର: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ମଙ୍ଗଳ ଓ ବୁଧବାର: ବାଣୀ ଉପରେ ସଂଯମ ରଖନ୍ତୁ। ଗୁରୁ ଓ ଶୁକ୍ରବାର: ବଢ଼ିଆ ଚାକିରିର ସୁଯୋଗ ଆସିବ। ଶନିବାର: ଆର୍ଥିକ ପକ୍ଷ ଠିକ୍‌ ରହିବ।

ରବି ଓ ସୋମବାର: କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କୁ ସଉଦାରୁ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: କ୍ୟାରିୟରରେ ନୂଆ ମୋଡ଼ ନେବ। ଶନିବାର: କିଛି ଆଶା ପୂରା ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More