Only for Entertainment

ଆପଣଙ୍କ ଘରର ପାଣି ଟ୍ୟାପରୁ ସବୁବେଳେ ପାଣି ଲିକ ହେଉଛି କି,ଜାଣନ୍ତୁ କେଉଁ ଭଳି ଘଟଣାରେ ସମ୍ମୁଖୀନ ହେବେ ।

.cnc3.co.tt
25

ଯେତେ ରୋଜଗାର କଲେ ମଧ୍ୟ ଟଙ୍କା ପାଖରେ ରହେନାହିଁ । ସବୁବେଳେ ଏହା ଖର୍ଚ୍ଚ ହୋଇଯାଏ,ଯାହା ଦ୍ୱାରା ଆପଣ ଅଭାବରେ ଚଳନ୍ତି । କୁହାଯାଏ ଏହା ସହିତ କିଛି ବାସ୍ତୁ ସଂପର୍କ ରହିଛି,ତେବେ କ’ଣ କଲେ ଆପଣଙ୍କ ନିକଟରେ ଟଙ୍କା ରହିବ ଆସନ୍ତୁ ଆଲୋଚନା କରିବା ।

ଯେତେ ରୋଜଗାର କଲେ ଟଙ୍କା ସଞ୍ଚୟ ହେଉ ନାହିଁ ତେବେ ପର୍ସରେ ଗୋଟେ ଛୋଟ ଅଇନା ଲଗାଇ  ଦିଅନ୍ତୁ।  ଯେମିତି କି ପର୍ସ ଭିତରେ ରହୁଥିବା ଟଙ୍କାର ପ୍ରତିଛବି ଅଇନା ଉପରେ ପଡୁଥିବ । ଯଦି ଆପଣଙ୍କ ଘରେ ପାଣି ଟ୍ୟାପ ଲିକ୍‌ ହୋଇ ପାଣି ବହୁଥିବ କିମ୍ବା ଏହାକୁ ଅନବରତ ଖୋଲି ରଖୁଥିବେ ତେବେ ଏହା ଆପଣଙ୍କ ଆର୍ଥିକ ହାନିର କାରଣ ପାଲଟିପାରେ।

ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।  ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦ୍ୱାର ମୁହଁ କାନ୍ଥରେ ଘଣ୍ଟା ଟାଙ୍ଗନ୍ତୁ ନାହିଁ। ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଘରର କାନ୍ଥରେ ଭୁଲରେ ଦକ୍ଷିଣ ଦିଗର କାନ୍ଥରେ ଘଣ୍ଟା ଲଗାନ୍ତୁ ନାହିଁ। ସେହିପରି ଯେଉଁ ଘରେ ଘରେ ତୁଳସୀ ଗଛ ଲଗାଯାଇଥାଏ ସେଠାରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ। ଘରର ଯେକୌଣସି ଦିଗରେ ତୁଳସୀ ଗଛ ଲଗାଇବା ଶୁଭ ଭାବେ ଗ୍ରହଣ କରାଯାଏ । ଐଶାନ୍ୟ କୋଣରେ ତୁଳସୀ ଗଛ ଲଗାଇବା ଦ୍ୱାରା ପରିବାରର ଆର୍ଥିକ ଉନ୍ନତି ଘଟିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More