Only for Entertainment

ବିବାହ ପରେ ପ୍ରଥମ ଥର ସ୍କ୍ରିନ୍ ସେୟାର କରିବେ ଦୀପବୀର, ଏହି ଫିଲ୍ମରେ ଏକା ସହିତ ଆସିବେ ନଜର

20

ଦୀପବୀରଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର  I ତାଜା ରିପୋର୍ଟ୍ ଅନୁସାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଆଗାମୀ ଫିଲ୍ମ 83 ରେ ଅଭିନେତା ତଥା ପତି ରଣବୀର ସିଂଙ୍କ ପତ୍ନୀ ଭୂମିକାରେ ନଜର ଆସିବେ  I ଏହି ଫିଲ୍ମ ରେ ରଣବୀରଙ୍କୁ କ୍ରିକେଟର୍ କପିଲ ଦେବଙ୍କ ଚରିତ୍ରରେ ଦେଖିବାକୁ ମିଳିବ।

ପିଙ୍କ ଭିଲାର ରିପୋର୍ଟ୍ ଅନୁସାରେ କବୀର ଖାନଙ୍କ ଆଗାମୀ ଫିଲ୍ମ 83 ପାଇଁ ଦୀପିକା ପାଦୁକୋଣଙ୍କୁ ଚୟନ କରାଯାଇଛି । ଫିଲ୍ମରେ ଦୀପିକା କପିଲ ଦେବଙ୍କ ପତ୍ନୀ ରୋମୀ ଭାଟିଆଙ୍କ ଭୂମିକାରେ ନଜର ଆସିବେ  I

କହିରଖୁଛୁ ଯେ, ବିବାହ ପରେ ଏହି କପଲ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି। ଦୀପିକାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ୍ ଶୀଘ୍ର ଏସିଡ ଆକ୍ରନ୍ତ ଲକ୍ଷ୍ମୀ ଅଗ୍ରୱାଲଙ୍କ ବାୟୋପିକ ଛାପାକ ରେ ନଜର ଆସିବେ  I ଫିଲ୍ମ ଆଗାମୀ ବର୍ଷ ଜାନୁୟାରୀ 10 ରେ ରିଲିଜ ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More