Only for Entertainment

ମ୍ୟୁଜିକ ଭିଡିଓ ‘ଇସିକୋ ପ୍ୟାର୍ କେହତେ ହେଁ’ରେ ଦେଖିବାକୁ ମିଳିଲା ସାନଙ୍କ ଭଏସ ଏବଂ ଅଭିନୟର ଯାଦୁ

YouTube
22

ବଲିଉଡ୍ କଣ୍ଠଶିଳ୍ପୀ ଶାନଙ୍କ ସ୍ୱରରେ ମୁକ୍ତିଲାଭ କଲା ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ଇସିକୋ ପ୍ୟାର୍ କେହତେ ହେଁ’ । ଗୀତରେ ଶାନଙ୍କ ଅଭିନୟ ବି ଦେଖିବାକୁ ମିଳଛି । ଆଉ ତାଙ୍କ ବିପକ୍ଷରେ ନାୟିକା ଭାବେ ସୁନିତା କୌଶିକଙ୍କୁ ଦେଖିବାକୁ ମିଳିଛି । ଗୌରବ୍ ଭାସ୍ୱାନୀଙ୍କ ସଙ୍ଗୀତ ସହ ନିଦା ଫଜିଲଙ୍କ ଲିରିକ୍ସ ଏହି ଗୀତକୁ କରିଛି ଆକର୍ଷଣୀୟ । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ପ୍ରତାପ ଘୋଷ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହି ଗୀତକୁ ଆସାମ ଏବଂ ଆନ୍ଦ୍ର ପ୍ରଦେଶର ସୁନ୍ଦର ଲୋକେସନରେ ସୁଟ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More