Only for Entertainment

୬ଥର ରିଲିଜ ଡେଟ ଆଗକୁ ବଢିବା କାରଣରୁ ଦୁଃଖି ଜନଙ୍କୁ ମିଳିଲା ଆଶ୍ୱସ୍ତି, ରିଲି୍ଜ ହେଲା ‘ପରମାଣୁ’ର ଟିଜର ।

youtube
0 87

ଲମ୍ବା ସମୟରୁ ରିଲିଜ ଡେଟ ପାଇଁ ଅପେକ୍ଷା କରି୍ଥିବା ଅଭିନେତା ଜନ ଆବ୍ରାହମଙ୍କ ଅପକମିଂ ଫିଲ୍ମ ‘ପରମାଣୁ-ଦ ଷ୍ଟୋରି ଅଫ ପୋଖରଣ’ପୋଷ୍ଟର ରିଲିଜ ହେବା ପରେ ଏବେ ଫିଲ୍ମର ଟିଜର ହୋଇଯାଇଛି ରିଲିଜ । ଅନେକ ଦିନରୁ ଜନଙ୍କ ପ୍ରଶଂସକ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ରିଲିଜ ତାରିଖ ୬ଥର ବଦଳିବା ପରେ ଏବେ ନିର୍ଣ୍ଣୟ କରାଯାଇଛି ।

ଫିଲ୍ମର ପୂରା ନା’ରୁ ଆପଣ ଜାଣି ପାରୁଥିବେ ତେଣୁ ଏହାର ଅଧିକ ବିସ୍ତାର ଆବଶ୍ୟକତା ନାହିଁ । ଏହି ଫିଲ୍ମ ୧୯୮୮ରେ ପୋଖରଣରେ ହୋଇଥିବା ପରମାଣୁ ପରୀକ୍ଷଣ ଉପରେ ଆଧାରିତ ଉକ୍ତ ଫିଲ୍ମ । ଏହି ଫିଲ୍ମରେ ଜନ ଆବ୍ରାହମଙ୍କ ସହ ‘କକଟେଲ’ ଏବଂ ‘ହାପି ଭାଗ ଜାୟେଗା’ଫେମ ଡାଏନା ପେଂଟି ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More