Only for Entertainment

ଲାଇମଲାଇଟରୁ ଦୂରରେ ଅଛନ୍ତି ଜୁହି ଚାୱଲାଙ୍କ ଝିଅ ଜାହ୍ନବୀ, ସାମ୍ନାକୁ ଆସିଲା ଫଟୋ ।

29

ଜୁହି ଚାୱଲା ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଜୁହି ଚାୱଲା । ପ୍ରତ୍ୟେକ ଷ୍ଟାରକିଡସଙ୍କ ଫଟୋ ସାମ୍ନାକୁ ଆସିଥିବା ସମୟରେ ଜୁହି ଚାୱଲାଙ୍କ ପିଲା ମାନଙ୍କ ଝଲକ ଏପର୍ଯ୍ୟନ୍ତ ଦର୍ଶକଙ୍କୁ ଦେଖିବାର ସୁଯୋଗ ମିଳିନାହିଁ । ଜୁହି ଚାୱଲାଙ୍କ ପିଲା ମାନଙ୍କୁ ଖୁବ କମ ଲୋକ ଜାଣିଥିବେ ।

ଜୁହି ଚାୱଲା ନିକଟରେ ତାଙ୍କ ଝିଅ ଜାହ୍ନବୀଙ୍କ ଫଟୋ ଶେୟାର କରିଛନ୍ତି । ଫଟୋରେ ଜାହ୍ନବୀ ସ୍କୁଲ କ୍ଲାସରୁମରେ ବସିଥିବାର ନଜର ଆସିଛନ୍ତି । ଖବର ଅନୁସାରେ ଜାହ୍ନବୀ ଧୀରୁ ଭାଇ ଅମ୍ବାନୀ ଇଂଟରନେସନାଲ ସ୍କୁଲରେ ପାଠ ପଢୁଥିଲେ ଏବଂ ଏହି ଫଟୋ ତାଙ୍କ ଫେରୱେଲ ସମୟର ।

 

ଏତେ ପିଲାଙ୍କ ମଧ୍ୟରେ ବସିଥିବା ଜାହ୍ନବୀଙ୍କୁ ଚିହ୍ନିବା କଷ୍ଟକର । କେହି କେହି ଫଟୋ ଦେଖି କହୁଛନ୍ତି ଜାହ୍ନବୀଙ୍କ ହସ ଜୁହିଙ୍କ ଭଳି । ଏହା ସହିତ କେତେଜଣ ଏହି ପ୍ରଶ୍ନ ମଧ୍ୟ କରିଛନ୍ତିଯେ ଏମାନଙ୍କ ମଧ୍ୟରୁ କିଏ ଆପଣଙ୍କ ଝିଅ?

 

 

View this post on Instagram

 

Jahnavi at her school farewell chapel … happy and sad both at the same time … ???

A post shared by Juhi Chawla (@iamjuhichawla) on

View this post on Instagram

 

And my two little gems …. I mean monkeys…!! ????? @jahnavi_mehta @arjun__2107

A post shared by Juhi Chawla (@iamjuhichawla) on

ଜୁହି ତାଙ୍କ ପୁଅ ଓ ଝିଅଙ୍କର ଆଉ ଏକ ଫଟୋ ଶେୟାର କରି କ୍ୟାପ୍ସନରେ ଲେଖିଛନ୍ତି ମୋର ଦୁଇଟି ମୋତି, ମାନେ ମାଙ୍କଡ଼ମାନେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More