Only for Entertainment

ସେକ୍ସୁଆଲିଟିକୁ ନେଇ ମଜାକ ଉଡାଉଥିବା ଲୋକଙ୍କୁ କରଣ ଜୋହରଙ୍କ କଡା ଜବାବ, ଦେଖନ୍ତୁ ଟ୍ୱିଟ

latestly
60

ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହର ନିକଟରେ ସୋସିଆଲ ମିଡିଆ ଟ୍ରୋଲକୁ ନେଇ ଖୁବ ବ୍ୟଙ୍ଗାତ୍ମକ ଶୈଳୀରେ ଜବାବ ଦେଇଛନ୍ତି । ତାଙ୍କର ସେକ୍ସୁଆଲିଟିକୁ ନେଇ କିଛି ଲୋକେ ତାଙ୍କୁ ଟିପ୍ପଣୀ କରିଥିଲେ ।

ରବିବାର ଟ୍ୱିଟ କରି କିଛି ଲୋକେ ଟ୍ୱିଟ କରି କହିଥିଲେ ଯେ, ‘କରଣ ଜୋହରଙ୍କ ଉପରେ ଫିଲ୍ମ ନିର୍ମାଣ ହେବା କଥା । ଏହାର ନାମ ରହିବ କରଣ ଜୋହର : ଦ ଗେ ।’

ଏହି ଏହି ଟ୍ୱିଟକୁ ଡିଲିଟ କରାଯିବା ପରେ କରଣ ଜୋହର ଏହାକୁ ରି-ଟ୍ୱିଟ କରି ଲେଖିଛନ୍ତି, ‘ଆପଣ ବାସ୍ତବରେ ଅରିଜିନାଲ ଜିନିଅସ ! ଏତେ ଦିନରୁ କେଉଁଛି ଲୁଚିକି ଥିଲେ । ଆଜି ଟ୍ୱିଟରେ ସବୁଠାରୁ ଅନୁକୂଳ ବିଷୟକୁ ନେଇ ସ୍ୱର ଉଠାଇଥିବାରୁ ଧନ୍ୟବାଦ ।’

ଫିଲ୍ମ ବିଷୟରେ କହିବାକୁ ଗଲେ କରଣ ଜୋହରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଖୁବ ଶୀଘ୍ର ପରଦାକୁ ଆସିବ । ଫିଲ୍ମରେ ଅମିତାଭ ବଚ୍ଚନ, ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More