Only for Entertainment

କୁନି ପିଲାଙ୍କ କ୍ଷୀର ବୋତଲରେ ‘ଆମ୍ବ ସେକ’ ପିଉଥିବାର ନଜର ଆସିଲେ ସାରା ଅଲୀ ଖାନଙ୍କ ସୋନୁ, ଭିଡିଓ ଭାଇରାଲ !

136

ଫିଲ୍ମ ଜଗତର ହ୍ୟାଣ୍ଡସମ ହଙ୍କ କାର୍ତ୍ତିକ ଆର‌୍ୟନ ଏବେ ସାରା ଅଲୀ ଖାନଙ୍କ ସହ ସମ୍ପର୍କରେ ଥିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଅଭିନେତା ଛୁଆଙ୍କ କ୍ଷୀର ବୋତଲରେ ‘ଆମ୍ବ ସେକ୍’ ପିଉଥିବାର ନଜର ଆସିଛନ୍ତି । କାର୍ତ୍ତିକ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଭିଡିଓ ବ୍ୟାକଗ୍ରାଉଣ୍ଡରେ ‘ଟ୍ୱିଙ୍କଲ ଟ୍ୱିଙ୍କଲ ଲିଟିଲ ଷ୍ଟାର’ ନର୍ସରୀ ରାଇମ ବାଜୁଛି । ଇନଷ୍ଟାଗ୍ରାମରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

M for Mangoshake ? M for Maturity ? ??

A post shared by KARTIK AARYAN (@kartikaaryan) on

ଏହି ଭିଡିଓକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରୁଛନ୍ତି । ନିକଟରେ ଅଭିନେତା ନିଜ ଖାସ ବନ୍ଧୁ ସାରା ଅଲୀ ଖାନଙ୍କ ବର୍ଥଡେ ସେଲିବ୍ରେଟ କରିବା ପାଇଁ ବ୍ୟାଙ୍କକ ପହଂଚିଥିଲେ । ଏହାର ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯାହାକୁ ଶେୟାର କରି ଲେଖିଥିଲେ ‘ ଏଥର ବିନା ମାସ୍କରେ’ ।

 

View this post on Instagram

 

Happy Birthday Princess @saraalikhan95 ❤️ And Eid Mubarak (this time without the mask )

A post shared by KARTIK AARYAN (@kartikaaryan) on

ତେବେ କାର୍ତ୍ତିକଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କର୍ତ୍ତିକ ଆର‌୍ୟନ ୨୦୦୭ରେ ଅକ୍ଷୟଙ୍କ ଆସିଥିବା ଫିଲ୍ମ ଭୁଲଭୂଲୈୟାଁର ସିକ୍ୱେଲରେ ନଜର ଆସିବେ । ଯାହାର ଫାଷ୍ଟଲୁକ ନିକଟରେ ରିଲିଜ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More