Only for Entertainment

ଅନୁରାଗଙ୍କ ପାଇଁ ମିଷ୍ଟର ବଜାଜଙ୍କ ସହ ଦେଖା କରିବାକୁ ପହଂଚିଲେ ପ୍ରେରଣା. .!

44

ଟିଭିର ସବୁଠାରୁ ପ୍ରସିଦ୍ଧ ଶୋ ‘କସୌଟି ଜିନ୍ଦେଗୀ କି୨’ରେ ଗୋଟେ ପରେ ଗୋଟେ ଟ୍ୱିଟ ସାମ୍ନାକୁ ଆସିଛି । ସେହିପରି ଏବେ ସିରିଅଲରେ ମିଷ୍ଟର ବଜାଜଙ୍କ ଏଂଟ୍ରି କାହାଣୀ ଆହୁରି ଟ୍ୱିଷ୍ଟ ଭରିଦେଇଛି । ଏବେ ବାସୁ ପରିବାରକୁ ବରବାଦ କରିବା ପାଇଁ ମିଷ୍ଟର ବଜାଜ ଜୋରସୋରରେ ଲାଗିପଡିଛନ୍ତି । ଏହାକୁ ନେଇ ଅନୁରାଗ ଖୁବ ଚିନ୍ତିତ, ତେବେ ଅନୁରାଗର ଏଭଳି ପରିସ୍ଥିତି ଦେଖି ପ୍ରେରଣା କିଭଳି ଚୁପ ରହି ପାରିବେ ।

ଅନୁରାଗଙ୍କ ଏହି ଅସୁବିଧାରେ ସହାୟକ ହେବା ଲାଗି ପ୍ରେରଣା ମିଷ୍ଟର ବଜାଜଙ୍କ ପାଖକୁ ଯାଉଛନ୍ତି ଯାହା ଆପଣ ଆଗାମୀ ଅଧ୍ୟାୟରେ ଦେଖିବାକୁ ପାଇବେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପ୍ରେରଣା ଏବଂ ମିଷ୍ଟର ବଜାଜ କଥା ହେବାର ଦେଖିବାକୁ ମିଳିଛି ।

ଭିଡିଓରେ ପ୍ରେରଣା ଖୁବ ଚିନ୍ତିତ ଥିବା ନଜର ଆସିଛନ୍ତି । ତେବେ ଦୁହେଁ କଣ କଥା ହୋଇଛନ୍ତି ତାହା ତ ଏପିସୋଡରେ ହିଁ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More