Only for Entertainment

ଦୀପବୀରଙ୍କ ରିସେପସନରେ ଶାଢୀରେ ନଜର ଆସିଲେ କ୍ୟାଟ ।

timesnow
23

ଗତକାଲି ଦୀପିକା ଓ ରଣବୀରଙ୍କ ତୃତୀୟ ରିସେପସନ ପାର୍ଟି ମୁମ୍ବାଇର ଗ୍ରାଣ୍ଡ ହୟାତେରେ ଶେଷ ହୋଇଛି । ଯେଉଁଠାକୁ ଖୁବ ନାମିଦାମି କଳାକାର ମାନେ ଆସିଥିଲେ । ଅମିତାଭ ବଚ୍ଚନ ତାଙ୍କ ପରିବାର ସହିତ ପହଂଚିଥିଲେ ଏବଂ ରଣବୀରଙ୍କ ଅନୁରୋଧରେ ଜୁମା ଚୁମା ଗୀତରେ ଡ୍ୟାନ୍ସ ମଧ୍ୟ କଲେ । ତେବେ ଏଥିରୁ ବାଦ ପଡ଼ି ନଥିଲେ ବଲିଉଡ ବିୟୁଟି କ୍ୟାଟ୍ରିନା । କ୍ୟାଟ୍ରିନାଙ୍କୁ ଶାଢୀରେ ଦେଖିବାକୁ ମିଳିଥିଲା । ତେବେ ଶାଢୀରେ କ୍ୟାଟ୍ରିନା ଖୁବ ଗର୍ଜିଅସ ଲାଗୁଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More