Only for Entertainment

ସଲମାନ ଖାନ ନୁହଁନ୍ତି ବରଂ ସମୂଦ୍ର କୂଳରେ ଅକ୍ଷୟଙ୍କ ହାତ ଧରିଥିବା ନଜର ଆସିଲେ କ୍ୟାଟରୀନା ।

48

ବଲିଉଡ ଅଭିନେତ୍ରୀ କ୍ୟାଟରୀନା କୈଫ ଫିଲ୍ମ ସହ ସୋସିଆଲ ମିଡିଆରେ ମଧ୍ୟ ଖୁବ ଆକ୍ଟିଭ ନଜର ଆସନ୍ତି । ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ସେହିଭଳି ପୁଣିଥରେ କ୍ୟାଟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ କ୍ୟାଟରୀନା ଏକା ନୁହଁନ୍ତି ବରଂ ତାଙ୍କ ସହ ଖିଲାଡି କୁମାର ନଜର ଆସିଛନ୍ତି । ସମୁଦ୍ର କୂଳରେ ହାତକୁ ହାତ ଧରି ଏମାନଙ୍କ ସହ ରୋହିତ ସେଟ୍ଟୀ ମଧ୍ୟ ଜର ଆସିଛନ୍ତି ।

ଅସଲରେ ଅକ୍ଷୟ ଏବଂ କ୍ୟାଟ ରୋହିତ ସେଟ୍ଟୀଙ୍କ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ । ଏହି ଫଟୋକୁ କ୍ୟାଟରୀନା ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

 

View this post on Instagram

 

#Sooryavanshi Diaries with @itsrohitshetty and @kaybykatrina 🎞📽⛄️💋#itskaytobeyou

A post shared by Katrina Kaif (@katrinakaif) on

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଅକ୍ଷୟ କୁମାର ଏବଂ କ୍ୟାଟରୀନା କୈଫ ଖୁବଶୀଘ୍ର ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏକାଠି ନଜର ଆସିବେ । ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର ଯେ ସୂର୍ଯ୍ୟବଂଶୀରେ ଅକ୍ଷୟ କୁମାର ଏବଂ କ୍ୟାଟ ପ୍ରସିଦ୍ଧ ଗୀତ ଟିପ ଟିପ ବରଷା ପାନି’ର ରିମେକରେ ନଜର ଆସିବେ । ଏହି ଫିଲ୍ମ ୨୭ମାର୍ଚ୍ଚରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More