Only for Entertainment

ରିଲିଜ ହେଲା ସୁଇ ଧାଗାର ଗୀତ ‘ଖଟରପଟର’, ଦେଖିବାକୁ ମିଳିଲା ଅନୁଷ୍କା ଏବଂ ବରୁଣଙ୍କ ସଂଘର୍ଷର ଝଲକ !

india
0 33

ବରୁଣ ଧୱନ ଏବଂ ଅନୁଷ୍କା ଶର୍ମାଙ୍କ ଫିଲ୍ମ ସୁଇଧାଗାର ଆଉ ଏକ ଗୀତ ହେଲା ରିଲିଜ । ଏହି ଗୀତର ଟାଇଟଲ ରଖାଯାଇଛି ‘ଖଟରପଟର’ । ଫିଲ୍ମର ଟାଇଟଲ ଯେତେ ମଜାଦାର ହୋଇଛି ଗୀତ ମଧ୍ୟ ସେହିଭଳି ଶାନଦାର ହୋଇଛି । ଫିଲ୍ମର ଏହି ଗୀତ ଯେତେ ଶୁଣିବାକୁ ଭଲ ଲାଗୁଛି ସେହିଭଳି ଏହାର ବୋଲ ଗୁଡିକ ମଧ୍ୟ ପ୍ରେରଣାଦାୟୀ ହୋଇଛି ।

ଏହି ଗୀତରେ ମମତା ଏବଂ ମୌଜିଙ୍କ ସଂଘର୍ଷର କାହାଣୀ ଦେଖିବାକୁ ମିଳିଛି । ନିଜର ସଂଘର୍ଷ ଠାରୁ ଆରମ୍ଭ କରି ନିଜ କମ୍ପାନୀ ବନାଇବା ପର୍ଯ୍ୟନ୍ତର କାହାଣୀ ଦେଖିବାକୁ ମିଳିଛି ।

ଏଠାରେ ଆମେ କହି ରଖୁଛୁ ଯେ, ଏହି ଫିଲ୍ମ ୨୮ସେପ୍ଟେମ୍ବରରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More