Only for Entertainment

‘୨.୦’ ହେଉଛି ପ୍ରଥମ ଭାରତୀୟ ଫିଲ୍ମ, ଯାହାର ଭିଏଫଏକ୍ସରେ ଖର୍ଚ୍ଚ ହୋଇଛି ଏତେ କୋଟି ଟଙ୍କା ।

DNA India
0 32

ଅକ୍ଷୟ କୁମାର ଓ ସୁପରଷ୍ଟାରର ରଜନୀକାନ୍ତଙ୍କ ଅଫକମିଂ ଫିଲ୍ମ ୨.୦ ଏବେ କାଫି ଚର୍ଚ୍ଚାରେ । ଫିଲ୍ମରେ ଭିଲେନ ଭୂମିକାରେ ନଜର ଆସିବେ ଅକ୍ଷୟ । ନିକଟରେ ଫିଲ୍ମର ଏକ ପୋଷ୍ଟର ରିଲିଜ ହୋଇଥିଲା, ଯାହା ଦର୍ଶକ କାଫି ପସନ୍ଦ ଆସିଥିଲା ।

ଅକ୍ଷୟ ନିଜ ଅଫିସିୟାଲ ଇଷ୍ଟାଗ୍ରାମରେ ୨.୦ ଫିଲ୍ମର ଏକ ପୋଷ୍ଟର ରିଲିଜ କରିବା ସହ ଫିଲ୍ମରେ ଆନିମେସନ୍ ଓ ଭିଏଫଏକ୍ସରେ ଖର୍ଚ୍ଚ ହୋଇଥିବା ବଜେଟର ଖୁଲାସା ମଧ୍ୟ କରିଛନ୍ତି । ଏଥିରେ ୫୪୪ କୋଟି ଖର୍ଚ୍ଚ କରାଯାଇଛି ବୋଲି କହିଛନ୍ତି ଅକ୍ଷୟ । ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହା ପ୍ରଥମ ଭାରତୀୟ ଫିଲ୍ମ ଯାହାର ଭିଏଫଏକ୍ସରେ ୫୪୪ କୋଟି ଖର୍ଚ୍ଚ ହୋଇଛି ।

ଅନ୍ୟ ପଟେ ଅକ୍ଷୟ କୁମାରଙ୍କ ଫିଲ୍ମର ଏହି ପୋଷ୍ଟର ଦେଖିବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢିବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More