Only for Entertainment

ଚିତା ସହିତ ସେଲ୍ଫି ଉଠାଇଲେ କୃତି ସେନନ, ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପରେ ହେଲେ ଟ୍ରୋଲ

latestly
38

ଅଭିନେତ୍ରୀ କୃତି ସେନନ ଜାମ୍ବିଆରେ ଏବେ ଛୁଟି କଟାଉଛନ୍ତି । ନିକଟରେ କୃତି ଏହି ଭ୍ୟାକେସନର କିୁଛି ଫଟୋ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫଟୋରେ କୃତି ଚିତା ବାଘ ସହିତ ସେଲ୍ଫି ନେଇଥିବାର ନଜର ଆସିଛନ୍ତି । ଏହା ସହିତ ଚିତାକୁ ବାନ୍ଧି ବୁଲାଉଥିବା ନଜର ଆସିଛନ୍ତି ।

ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଥିଲେ, ‘ସେ ଗୋଟିଏ ସେଲ୍ଫି ଚାହୁଁଥିଲା ! ମନା କରି ପାରିଲି ନାହିଁ ।’ କୃତି ଏହି ଫଟୋ ସେୟାର କରିବା ପରେ ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

 

 

View this post on Instagram

 

He wanted a selfie!! Couldn’t say no.. ?‍♀️?? #Zambia

A post shared by Kriti (@kritisanon) on

ଅନେକେ କ୍ରିତିଙ୍କର ଏହି ଫଟୋକୁ ପସନ୍ଦ କରି ନାହାଁନ୍ତି। ବିଶେଷ କରି ଚିତା ବାଘକୁ କୁକର ଭଳି ଫିତାରେ ବାନ୍ଧି ଚାଲୁଥିବାରୁ ଏହାକୁ ଦେଇ ଦର୍ଶକ କ୍ରିତିଙ୍କୁ ଟ୍ରୋଲ୍‌ କରିଛନ୍ତି। ଆହୁରି ମଧ୍ୟ କେତେଜଣ ସୋସିଆଲ ମିଡିଆ ୟୁଜର କ୍ରିତିଙ୍କର ନିନ୍ଦା କରିଛନ୍ତି ଆଉ ଲେଖିଛନ୍ତି ଏଭଳି ଫଟୋ ଅପଲୋଡ ନ କରିବା ଭଲ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More