Only for Entertainment

ଲୁଟକେସର ରିଲିଜ ତାରିଖ ହେଲା ଫାଇନାଲ, କୁଣାଳ-ରସିକା ଆସିବେ ନଜର !

34

ବ୍ୟାକ ଟୁ ବ୍ୟାକ ଏଂଟରଟେନମେଟ ଏବଂ ଶାନଦାର ସ୍କ୍ରିପ୍ଟ ଆଣିବା ପରେ, ଫକ୍ସ ଷ୍ଟାର ଷ୍ଟୁଡିଓଜ୍ ନିଜର ଆଗାମୀ ଫିଲ୍ମ ‘ଲୁଟକେସ’ର ଘୋଷଣା କରିଛନ୍ତି , ଯାହା ଚଳିତ ବର୍ଷ ରିଲିଜ ହେବା ପାଇଁ ପ୍ରସ୍ତୁତ ହୋଇଯାଇଛି । କୁଣାଳ ଖେମୁ, ରସିକା ଦୁଗ୍ଗଲ, ଗଜରାଜ ରାଓ, ରଣବୀର ଶୌର ଏବଂ ବିଜୟ ରାଜ ଦ୍ୱାରା ଅଭିନୀତ ଏହି ଫିଲ୍ମ ରାଜେଶ କୃଷ୍ଣନ ଦ୍ୱାରା ନିର୍ଦ୍ଦେଶିତ, ଯାହା ୧୧ଅକ୍ଟୋବର ୨୦୧୯ରେ ରିଲିଜ ହେବା ପାଇଁ ପ୍ରସ୍ତୁତ ହେଉଛି ।

ଅଭିନେତା କୁଣାଳ ଖେମୁ ନିଜ ଅଧିକାରୀକ ସୋସିଆଲ ମିଡିଆରେ ଏକ ରୋମାଂଚକ ମୋଶନ ପୋଷ୍ଟର ସହ ଆଗାମୀ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହା ଏକ କମେଡି ଫିଲ୍ମ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More