Only for Entertainment

ବୋଲ୍ଡନେସର ସୀମା ଟପିଗଲେ କାଇଲୀ ଜେନର, ନଜର ଆସିଲା କିଲର ଲୁକ ।

bollywood tadka
38

ହଲିଉଡ ଷ୍ଟାର କାଇଲି ଜେନର ଅଧିକାଂଶ ସମୟରେ ନିଜ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପ୍ରତିଦିନ ତାଙ୍କ ଫଟୋ ସୋସିଆଲ ମିଡିଆରେ ଚାଂଚଲ୍ୟ ସୃଷ୍ଟି କରେ । ନିକଟରେ ସେହିଭଳି ଏକ ଫଟୋ ସାମ୍ନାକୁ ଆସିଛି ।ଯାହାକୁ କାଇଲୀ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଫଟୋରେ କାଇଲୀଙ୍କ କିଲର ଲୁକରେ କେହି ମଧ୍ୟ ଦିୱାନା ହୋଇଯିବ ।

 

View this post on Instagram

 

A post shared by Kylie (@kyliejenner) on

 

 

View this post on Instagram

 

?

A post shared by Kylie (@kyliejenner) on

ଫଟୋରେ ସେ ଗୋଲଡେନ ରଙ୍ଗର ସାଇନ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି । ୨୧ ବର୍ଷର କାଇଲଙ୍କ କିଲର ଲୁକ ନଜର ଆସିଛି । କହିରଖୁଛଉଯେ କାଇଲୀ ବିୟୁଟି ଏମ୍ପାୟରର ୯୦୦ ମିଲିଅନର ଡଲାରର ମାଲିକାଣି । ସେ ତାଙ୍କ କସମେଟିକ ପ୍ରୋଜେକ୍ଟକୁ ପ୍ରମୋଟ କରିବା ପାଇଁ ଏହି ଫଟୋ ସୁଟ କରିଛନ୍ତି । ଇଂଷ୍ଟାଗ୍ରାମରେ ତାଙ୍କର ୧୨୪ ମିଲିଅନ ଫଲୋର୍ସ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More