Only for Entertainment

ଅଘରୀ ସାଧୁଙ୍କ ରୂପ ଧାରଣ କରି ଆଖିରେ ଅନେକ କଥା ଲୁଚାଇ ବସିଛନ୍ତି ସୈଫ, ଦେଖନ୍ତୁ ଟିଜର !

71

ସୈଫ ଅଲ୍ଲୀ ଖାନଙ୍କ ଜନ୍ମଦିନରେ ଲାଲ କପ୍ତାନର ଟିଜର ରିଲିଜ ହୋଇଛି । ଯେଉଁଥିରେ ସେ ଅଘରୀ ସାଧୁ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ଲାଲ କପ୍ତାନର ନିର୍ମାତାଙ୍କ ତରଫରୁ ଏହା ସୈଫ ଅଲ୍ଲୀ ଖାନ ଫ୍ୟାନ୍ସଙ୍କ ଉପହାର ସଦୃଶ । ଟିଜରରେ ସୈଫ ନିଆରା ଅନ୍ଦାଜରେ ନଜର ଆସିଛନ୍ତି ଏବଂ ନିଜ ଚେହେରାରେ ବିଭୂତି ଲଗାଉଥିବାର ଦେଖିବାକୁ ମିଳିଛି ।

ଟିଜରରେ ଧ୍ୟାନକୁ ଆକର୍ଷିତ କରି ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଚାଲିଛି, ଯେଉଁଥିରେ ସୈଫ ଅଲୀ ଖାନ କହୁଛନ୍ତି ଯେ ‘ହର ରାମ କା ଅପନା ରାବଣ ଏବଂ ହର ରାମ କା ଅପନା ଦଶହରା’ । ସୈଫ ଅଲୀ ଖାନ ଷ୍ଟାରର ଲାଲ କପ୍ତାନ ଚଳିତ ବର୍ଷ ୧୧ଅକ୍ଟୋବରରେ ରିଲିଜ ହେବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More