Only for Entertainment

ବିଗିଡ଼ିଲା ଲତା ମଙ୍ଗେସ୍କରଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

india tv
26

ବଲିଉଡର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସ୍କରଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ ସମସ୍ୟା ହେଉଛି କହିବା ପରେ ଏହି ପ୍ରସିଦ୍ଧ ଲୋକପ୍ରିୟ ଗାୟିକାଙ୍କୁ ମୁମ୍ବାଇର କେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଭାଇରାଲ ହେବା ସହିତ ନିଶ୍ୱାସ ନେବାରେ ସମସ୍ୟା ଦେଖା ଦେଇଛି । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି ।

 

ଏହି ଖବର ଆଜତକ ନ୍ୟୁଜ ସହିତ ତାଙ୍କ ପରିବାର ସଦସ୍ୟ କଥା ହେଉଥିବା ସମୟରେ ଦେଇଛନ୍ତି । କହିରଖୁଛୁ ୨୮ ସେପ୍ଟେମ୍ବରକୁ ଲତା ୯୦ ବର୍ଷର ହୋଇ ଯାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କ ପୂର୍ବ ଗତିବିଧି ବିଷୟରେ ଯଦି ଆଲୋଚନା କରିବା ତେବେ ସେ ଟ୍ୱିଟରରେ ପଦ୍ମିନୀ କୋହ୍ଲାପୁରୀଙ୍କୁ ଫିଲ୍ମ ପାନୀପତ ପାଇଁ ଶୁଭକାମନା ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More