Only for Entertainment

ବଲିଉଡର ଏହି ସୁନ୍ଦର ଗୀତ ଶୁଣି ପାଳନ୍ତୁ ଦିପାବଳୀ !

63

ଦିପାବଳୀ ପାଇଁ ଚାରିଆଡେ ଖୁବ ପ୍ରସ୍ତୁତି ହେବାରେ ଲାଗିଛି । ଏହିଭଳି ବଲିଉଡ ସେଲିବ୍ରିଟି ମଧ୍ୟ ମା’ ଲକ୍ଷ୍ମୀଙ୍କୁ ଆଗମନ କରିବା ଲାଗି ଅନେକ ପ୍ରସ୍ତୁତି କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଦିପାବଳୀକୁ ମଜାଦାର କରିବା ଲାଗି ବଲିଉଡ ନିଜର ଖାସ ପ୍ରୟାସ କରିଥାଏ । ଯଦିଓ ଏହି ପର୍ବ ଦୀପର ପର୍ବ ଅଟେ ମାତ୍ର ବିନା ଗୀତରେ ଦିପାବଳୀ ଅଧା ଅଟେ । ଆଜି ଆମେ ଆପଣଙ୍କୁ ଦିପାବଳୀରେ ଥିବା କିଛି ବଲିଉଡ ଗୀତ ବିଷୟରେ କହିବୁ । ଏହି ଗୀତକୁ ଶୁଣି ଆପଣଙ୍କ ଦିପାବଳୀର ମଜା ଦ୍ୱିଗୁଣିତ ହୋଇଯିବ ।
ଫିଲ୍ମ : ଦେବଦାସ
ଗୀତ: ସିଲା ସିଲା ୟେ ଚାହତ କା

ଫିଲ୍ମ : କଭି ଖୁସି କଭି ଗମ
ଗୀତ: କଭି ଖୁସି କଭି ଗମ

ଫିଲ୍ମ: ଜୁଗନୁ
ଗୀତ: ଦୀପ ଦିବାଲୀ କେ ଜୁଠେ

ଫିଲ୍ମ: ଶିରିଡି କେ ସାଇବାବା
ଗୀତ: ଦିପାବଲୀ ମନାଇ ସୁହାନୀ

ଫିଲ୍ମ: ବେଗୁନାହ
ଗୀତ: ତେରେ ମେରେ ପ୍ୟାର କା ଏସା ନାତା ହେ..

ଫିଲ୍ମ: ହୋମ ଡିଲିଭରୀ: ଆପକୋ.. ଘର ତକ
ଗୀତ: ହ୍ୟାପୀ ଦିବାଲୀ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More