ଦେଶର ସବୁଠାରୁ ବଡ ବିଜନେସମ୍ୟାନ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କର ଇଟାଲୀରେ ଚାଲିଛି ନିର୍ବନ୍ଧ ପାର୍ଟି । ଏବେ ଏହି ପାର୍ଟିର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ବିବାହ ଅନାଉନ୍ସମେଂଟରୁ ଆରମ୍ଭ କରି ସମସ୍ତ ଭିଡିଓ ଏବେ ଇଂଟରନେଟରେ ଭାଇରାଲ ହେବାରେ ଲାଗିଛି ।
Happy to share this ?#AmbaniWedding #IshaAnand #IshaAmbani #AnandPiramal #NitaAmbani #MukeshAmbani #IshaAmbaniEngagementhttps://t.co/1yjNmq2OfH pic.twitter.com/cQPs1nt7il
— Nita Mukesh Ambani (@NitaMAmbani) September 22, 2018
ଏହାମଧ୍ୟରେ ଏକ ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ କିଭଳି ବାପା ମୁକେଶ ଅମ୍ବାନୀଙ୍କ ହାତ ଧରି ଏଂଟ୍ରି କରୁଛନ୍ତି ଏବଂ ଏହାପରେ ମୁକେଶ ଈଶାଙ୍କ ହାତ ଆନନ୍ଦ ପିରାମଲଙ୍କୁ ଦେଇଛନ୍ତି । ଏହି ଭିଲାକୁ ଚାରିପଟେ ଫୁଲରେ ଖୁବ ସୁନ୍ଦର ସୁସଜ୍ଜିତ କରାଯାଇଛି ଏବଂ ଅନେକ କଳାକାର ଓ ବ୍ୟବସାୟୀ ଏହି ପାର୍ଟିରେ ସାମିଲ ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।