Only for Entertainment

ବୟଫ୍ରେଣ୍ଡଙ୍କ ସହ ଡିସେମ୍ବରରେ ବିବାହ କରିବେ ଶ୍ୱେତା ବସୁ !

34

ବଲିଉଡରେ ବିବାହ ସିଜନ ଚାଲିଥିବା ବେଳେ ଏବେ ଆଉ ଏକ ଅଭିନେତ୍ରୀଙ୍କ ବିବାହ ଖବର ସାମ୍ନାକୁ ଆସିଛି । ଫିଲ୍ମ ‘ମକଡି’ରୁ ଚାଇଲ୍ଡ ଆର୍ଟିଷ୍ଟ ଭାବେ କ୍ୟାରିଅର ଆରମ୍ଭ କରିଥିବା ଶ୍ୱେତା ବସୁ ପ୍ରସାଦ ନିଜ ବ୍ରୟଫ୍ରେଣ୍ଡ ରୋହିତ ମିତ୍ତଲଙ୍କ ସହ ବିବାହ କରିବାକୁ ଯାଉଛନ୍ତି ।
ରିପୋର୍ଟ ମୁତାବକ ୧୩ଡିସେମ୍ବରରେ ପୁଣେରେ ଦୁହେଁ ବିବାହ କରିବେ । ଏଠାରେ ଆମେ କହି ରଖୁଛୁ ଯେ ଜୁନରେ ଏହି ଯୋଡି ନିର୍ବନ୍ଧ କରିଥିଲେ ଏବଂ ଶ୍ୱେତା ଏବେ ବ୍ୟାଚଲର ପାର୍ଟି ପାଇଁ ବାଲୀରେ ଅଛନ୍ତି । ଶ୍ୱେତା ବଙ୍ଗାଳୀ ଏବଂ ରୋହିତ ମାରୱାଡୀ ଅଟନ୍ତି । ବିବାହ ସେହିପରି ଦୁଇଟି ରୀତିନୀତି ହେବ ।

ସବୁଠାରୁ ମଜାଦାର କଥା ହେଉଛି ଶ୍ୱେତା ରୋହିତଙ୍କୁ ପ୍ରପୋଜ କରିଥିଲେ । ତାଙ୍କ ବନ୍ଧୁ ଏହି କଥା କହିଥିଲେ । ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ମାତ୍ର ଗୋଆରେ ଶ୍ୱେତା ରୋହିତଙ୍କୁ ଗୋଆରେ ପ୍ରପୋଜ କରିଥିଲେ ଏବଂ ରୋହିତ ପରେ ଶ୍ୱେତାଙ୍କୁ ପୁଣେରେ ପ୍ରପୋଜ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More