Only for Entertainment

ମଲାଇକାଙ୍କ ସହିତ ପୁଣିଥରେ ସ୍ପଟ ହେଲେ ଅର୍ଜୁନ,କିନ୍ତୁ ଗର୍ଲଫ୍ରେଣ୍ଡଙ୍କ ପାଇଁ ନୁହେଁ ଏହି କାରଣ ପାଇଁ ମୁହଁ ଲୁଚାଇଲେ ।

zeenews
32

ମୁମ୍ବାଇ ରାସ୍ତାରେ ପୁଣି ଏକାଠି ନଜର ଆସିଲେ ଲଭବାର୍ଡ ମଲାଇକା ଆରୋରା ଖାନ ଓ ଅର୍ଜୁନ କପୁର ।ତେବେ କ୍ୟାମେରାକୁ ଦେଖି ଅର୍ଜୁନ ମୁହଁ ଲୁଚାଥିବା ଘଟଣା ଚର୍ଚ୍ଚା ସାଉଁଟିଛି ।ଅନ୍ୟପଟେ ଏଥରକ ମଲାଇକା କେବଳ ଅର୍ଜୁନଙ୍କ ସହ ନୁହେଁ ବଂର କପୁର ପରିବାରଙ୍କ ସହ ଏକାଠି ନଜର ଆସିଛନ୍ତି । ସଂଜୟ କପୁର,ରେହା କପୁର,ମାହି କପୁର ଓ ନିର୍ମାତା କରନ ଜୋହରଙ୍କ ସହ ଏକାଠି ଡିନର କରିଛନ୍ତି ମଲାଇକା ଓ ଅର୍ଜୁନ ।କିଛି ଦିନ ପୂର୍ବରୁ ଏମାନଙ୍କ ଆଫେୟାରର୍ସ ଖବର ଆସିବା ପରେ ଏବେ ଖୁଲମଖୁଲ୍ଲା ଭଲପାଇବାକୁ ପ୍ରକାଶ କରିଛି ।ଚର୍ଚ୍ଚା ହେଉଛି କି ଖୁବ ଶିଘ୍ର ବିବାହ ବନ୍ଧନାର ବାନ୍ଧି ହୋଇ ପାରନ୍ତି ମଲାଇକା ଓ ଅର୍ଜୁନ ।

ବାସ୍ତବରେ ସେ ମଲାଇକାଙ୍କ ଚକ୍କରରେ ନିଜ ମୁହଁ ଲୁଚାଉ ନାହାଁନ୍ତି ବରଂ ସେ ତାଙ୍କର ଆଗାମୀ ଫିଲ୍ମ ପାନୀପତର ଲୁକକୁ କାହାକୁ ନ ଦେଖାଇବା ପାଇଁ ମୁହଁ ଲୁଚାଉଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More