Only for Entertainment

କ୍ୟୁଟନେସ ଓଭରଲୋଡେଡ । ଭଣଜାଙ୍କ ସହିତ ମଝି ରାସ୍ତାରେ ମସ୍ତୀ କରୁଥିବାର ନଜର ଆସିଲେ ମର୍ଡର ଗର୍ଲ ମଲ୍ଲିକା ସେରାୱତ,ଫଟୋ ଭାଇରାଲ ।

bollywood tadka
0 49

ବଲିଉଡ ଅଭିନେତ୍ରୀ ମଲ୍ଲିକା ସେରାୱତ ବହୁ ଦିନ ହେବ ରୂପେଲି ପରଦାରୁ ଦୂରେଇ ଅଛନ୍ତି । କିନ୍ତୁ ନିକଟରେ ତାଙ୍କର କିଛି ଫଟୋ ସାକ୍ନାକୁ ଆସିଛି ଯେଉଁଥିରେ ସେ ଭଣଜାଙ୍କ ସହିତ ମସ୍ତୀ କରୁଥିବାର ନଜର ଆସିଛନ୍ତି । ସେ ତାଙ୍କ ଭଣଜାଙ୍କ ସହିତ କ୍ୱାଲିଟି ଟାଇମ ସେୟାର କରୁଛନ୍ତି ।

 


ସେ ବହୁ ସମୟରେ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ତାଙ୍କ ଫ୍ୟାନ୍ସ ମଧ୍ୟ ଏହାକୁ ଖୁବ ପସନ୍ଦ କରୁଛନ୍ତି । ତେବେ ତାଙ୍କ ଭଣଜାଙ୍କ ସହିତ କ୍ୟୁଟ ଫଟୋ ସବୁ ଭାଇରାଲ ହେଉଛି ।

ଏହା ବ୍ୟତୀତ ସେ ତାଙ୍କ ଭଣଜାଙ୍କ ସହିତ କାଫି ଭିଡିଓ ମଧ୍ୟ ସେୟାର କରିଛନ୍ତି । ଫ୍ୟାନ ତାଙ୍କୁ ଫିଲ୍ମରେ ଦେଖିବା ପାଇଁ ଅଧର୍ଯ୍ୟର ସହିତ ଅପେକ୍ଷା କରିଛନ୍ତି । ଏପର୍ଯ୍ୟନ୍ତ କୌଣସି ଫିଲ୍ମକୁ ନେଇ ସେ ଅଫିସିଆଲ ଘୋଷଣା କରିନାହାଁନ୍ତି । ମଲ୍ଲିକା ଏବେ ମଧ୍ୟ ନିଜ ଫିଟନେଓ ପ୍ରତି ଖୁବ ଧ୍ୟାନ ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More