Only for Entertainment

ମ୍ୟାନ ଇନ ବ୍ଲାକ’ର ଟ୍ରେଲର ହେଲା ରିଲିଜ, ଏଥର କ୍ରିସ ଏବଂ ଟେସ୍ସାଙ୍କ ଭିନ୍ନ ଅନ୍ଦାଜ ଆସିବ ନଜର !

23

ହଲିଉଡର ପ୍ରସିଦ୍ଧ କମେଡି ଏବଂ ଆକ୍ସନ ଫିଲ୍ମ ସିରିଜ ଏମ ଆଇ ବି’ର ଆଉ ଏକ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏହା ଫିଲ୍ମର ଚତୁର୍ଥ ସିକ୍ୱେଲ ଅଟେ । ଏହାର ୪ର୍ଥ ସିକ୍ୱେଲର ନାଁ ରହିଛି ମ୍ୟାନ ଇନ ବ୍ଲାକ ଇଂଟରନ୍ୟାଶନାଲ ଅଟେ । ମ୍ୟାନ ଇନ ବ୍ଲାକର ପୂର୍ବ ୩ଟି ଫିଲ୍ମରେ ୱିଲ ସ୍ମିଥ ଏବଂ ଟାମୀ ଲି ଜୋନ୍ସ ମୁଖ୍ୟ ଭୂମିକାରେ ନଜର ଆସିଥିଲେ, କିନ୍ତୁ ମ୍ୟାନ ଇନ ବ୍ଲାକ ଇଂଟରନ୍ୟାସନାଲରେ ହଲିଉଡ ଅଭିନେତା କ୍ରିସ ହେମ୍ସୱାର୍ଥ ଏବଂ ଅଭିନେତ୍ରୀ ଟେସ୍ସା ଥମ୍ପସନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ଗୁରୁବାର ଦିନ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଦର୍ଶକ ଫିଲ୍ମର ଟ୍ରେଲର ଖୁବ ପସନ୍ଦ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ୨୦୧୨ରେ ଏହି ଫିଲ୍ମର ପ୍ରଥମ ସିକ୍ୱେଲ ରିଲିଜ ହୋଇଥିଲା । ଦର୍ଶକ ଏହି ଫିଲ୍ମ କୁ ଖୁବ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More