Only for Entertainment

ଅକ୍ଷୟ କୁମାରଙ୍କ ଫିଲ୍ମ ‘ମଙ୍ଗଳାୟନ’ର ସ୍କ୍ରିପ୍ଟରେ ହେବ ପରିବର୍ତ୍ତନ , ଜାଣନ୍ତୁ କାହିଁକି ।

DNA India
54

ବଲିଉଡର ଖିଲାଡୀ କୁମାର ଅକ୍ଷୟ କୁମାର ଏବେ ନିଜର ଆଗାମୀ ଦୁଇଟି ଫିଲ୍ମ ‘ହାଉସଫୁଲ-୪’ ଏବଂ ‘କେସରୀ’ର ସୁଟିଂରେ ବ୍ୟସ୍ତ ଥିଲେ ବି ତାଙ୍କର ଆଗାମୀ ଫିଲ୍ମକୁ ନେଇ ସେ ଏବେ ଚର୍ଚ୍ଚାରେ । ଆମେ କହୁଛୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ମଙ୍ଗଳୟାନ’ ବିଷୟରେ । ଏହି ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଶୁଣିବାକୁ ମିଳିଛି । କିନ୍ତୁ ସୁଟିଂ ପୂର୍ବରୁ ଫିଲ୍ମର ମେକର୍ସ ସ୍କ୍ରିପ୍ଟରେ କିଛି ପରିବର୍ତ୍ତନ କରିବା ପାଇଁ ପ୍ଲାନିଂ କରୁଛନ୍ତି । ଏହାର କାରଣ ହେଉଛି ମେକର୍ସ ଚାହୁଁଛନ୍ତି ଫିଲ୍ମକୁ କାହା ସହିତ ଯେମିତି କମ୍ପାରିଜନ ନହେଉ । ଖବର ଅନୁସାରେ ଫିଲନ୍ମର ସୁଟିଂ ୨୦୧୯ରେ ଆରମ୍ଭ ହେବ । ଏହା ପୂର୍ବରୁ ଫିଲ୍ମର ମେକର୍ସ ସ୍କ୍ରିପ୍ଟରେ ପରିବର୍ତ୍ତନ କରିବେ ।

akshya and vidya

ଫିଲ୍ମ ‘ମଙ୍ଗଳୟାନ’ରେ ଅକ୍ଷୟ କୁମାରଙ୍କ ସହିତ ବଲିଉଡର ୪ ଜଣ ଅଭିନେତ୍ରୀ ଅଭନୟ କରିବେ । ଫିଲ୍ମରେ ବିଦ୍ୟା ବାଲାନଙ୍କ ସମେତ ସୋନାକ୍ଷୀ ସିହ୍ନା ଏବଂ ତାପସୀ ପନ୍ନୁ ମଧ୍ୟ ନଜର ଆସିବେ । ୧୨ ବର୍ଷ ପରେ ବିଦ୍ୟା ବାଲାନ ଏବଂ ଅକ୍ଷୟ କୁମାର ଏକା ସହିତ ସ୍କ୍ରିନ ସେୟାର କରିବେ । ଫିଲ୍ମରେ ଅତ୍ରକ୍ଷୟ କୁମାର ଏକ ସାଇଣ୍ଟିଷ୍ଟ ଭୂମିକାରେ ନ ଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More