Only for Entertainment

ପତିଙ୍କ କାମରେ ବାଧା ସୃଷ୍ଟି କରେ ପତ୍ନୀ କରୁଥିବା ଏହି ୭ଟି ଭୁଲ ।

punjabkesari
96

ଯଦିଓ ବାସ୍ତବ ଜୀବନକୁ ନେଇ ବଂଚିବାକୁ ପଡ଼େ ତଥାପି ଅଧିକାଂଶ ବ୍ୟକ୍ତି ବାସ୍ତୁ ଉପରେ ମଧ୍ୟ ବିଶ୍ୱାସ କରନ୍ତି । ଏହିଭଳି କେତେକ କଥା ଆମେ ପୂର୍ବରୁ ଆପଣଙ୍କୁ ଜଣାଇଛୁ । ଆଜି ମଧ୍ୟ ସେହିଭଳି ଏକ କଥା ବିଷୟରେ ଜଣାଇବୁ । ଆଜ୍ଞା ହଁ ବେଳେ ବେଳେ ଯେତେ ପରିଶ୍ରମ କଲେ ମଧ୍ୟ ସଫଳତା ମିଳେ ନାହିଁ । ଏହିଭଳି କିଛି ଘଟଣା ଉପରେ ହୁଏତ ଆପଣ ନଜର ପକାଇଥିବେ । ତେବେ ଏହି କଥାଟି ବିଶେଷତଃ ପୁରୁଷଙ୍କ ପାଇଁ । କୁହାଯାଏ ପତ୍ନୀ ମାନେ କରୁଥିବା କିଛି ଭୁଲ ପାଇଁ ପୁରୁଷଙ୍କ ଉନ୍ନତି ହୋଇପାରି ନଥାଏ । ତେବେ କ’ଣ ସେହି ସବୁ କାରଣ ଆସନ୍ତୁ ଆଲୋଚନା କରିବା ।

୧. ପତ୍ନୀ ସକାଳେ ବିଳମ୍ବରେ ଉଠିବା
୨. ପତ୍ନୀ ଯଦି ସ୍ୱଭାବରେ ରାଗି ହୋଇଥିବେ ।
୩. ପତ୍ନୀ ଯଦି ଆବଶ୍ୟକତା ଠାରୁ ଅଧିକ ଖାଉଥିବେ ।
୪. ପତ୍ନୀ ଯଦି ଘରକୁ ପରିଷ୍କାର ପରିଛନ୍ନ ରଖୁନଥିବେ ।
୫. ପତ୍ନୀ ଯଦି ଝାଡ଼ୁକୁ ଗୋଡ଼ରେ ଗୋଇଠା ମାରୁଥିବେ ।
୬. ପତ୍ନୀ ଯଦି ନିଜ ବ୍ୟବହୃତ ସିନ୍ଦୂର, ଚୁଡ଼ି, ପାଉଁଜି, ବିନ୍ଦି ଆଦି କାହାକୁ ଦେଉଥିବେ ।

  • ଯଦି ଆପଣଙ୍କ ପତ୍ନୀଙ୍କ ନିକଟରେ ଏହି ସବୁ ଗୁଣ ଦେଖା ଦେଉଥାଏ ତେବେ ଆପଣଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇପାରେ ।
    ପ୍ରତିକାର-
    ପତ୍ନୀ ପ୍ରତିଦିନ ସକାଳ ଏବଂ ସଂଧ୍ୟା ସମୟରେ ତୁଳସୀ ଗଛକୁ ଘିଅ ଦୀପ ଲଗାଇ ପୂଜା କରିବା ଉଚିତ । ଏହା ଦ୍ୱାରା ଘରକୁ ସୁଖ ଶାନ୍ତି ଆସିଥାଏ ଏବଂ ଧନ ମଧ୍ୟ ବୃଦ୍ଧି ହୋଇଥାଏ ।
  • ଘରେ ସପ୍ତାହକୁ ଥରେ ହେଉ ପାଣିରେ ଲୁଣ ପକାଇ ପୋଛା ମାରନ୍ତୁ ।
  • ତାୱା ଏବଂ କଡ଼ାଇ ଆଦିକୁ କେବେ ମଧ୍ୟ ଚୁଲା ଉପରେ ସେହିଭଳି ଛାଡ଼ି ଦିଅନ୍ତୁ ନାହିଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More