Only for Entertainment

କିଙ୍ଗ ଅଫ ପପ ମାଇକେଲ ଜାକସନଙ୍କ ଉପରେ ପ୍ରସ୍ତୁତ ହେବାକୁ ଯାଉଛି ମ୍ୟୁଜିକ ବାୟୋପିକ !

42

କିଙ୍ଗ ଅଫ ପପ କୁହାଯାଉଥିବା ମାଇକେଲ ଜାକସନଙ୍କ ବାୟୋପିକ ପ୍ରସ୍ତୁତ ହେବାକୁ ଯାଉଛି । ଆଜ୍ଞା ହଁ, ଖବର ମୁତାବକ ମାଇକେଲ ଜ୍ୟାକସନଙ୍କ ଉପରେ ଏକ ବାୟୋପିକ ପ୍ରସ୍ତୁତ ହେବ ବୋଲି ଶୁଣିବାକୁ ମିଳିଛି । ଫିଲ୍ମ ପ୍ରଡ୍ୟୁସର ଗ୍ରାହମ

କିଙ୍ଗ ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ରାଇଟ୍ସ ହାସିଲ କରି ନେଇଛନ୍ତି ।
ଗ୍ରାହମ କିଙ୍ଗଙ୍କ ଫିଲ୍ମ ଦ ଡିପାର୍ଟେଡକୁ ୨୦୦୬ରେ ବେଷ୍ଟ ଫିଲ୍ମ ପାଇଁ ଓସ୍କାର ଆୱାର୍ଡ ମିଳିସାରିଛି ।

ସୂତ୍ର ମୁତାବକ ଓସ୍କାର ପାଇଁ ନୋମିନେଟେଡ ଲେଖକ ଜନ ଲୋଗାନ ମାଇକେଲ ଜ୍ୟାକସନଙ୍କ ଉପରେ ପ୍ରସ୍ତୁତ ସ୍କ୍ରିପ୍ଟ ଲେଖିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More