Only for Entertainment

ଚେହେରାକୁ କପଡାରେ ଢାଙ୍କି ଅସଲରେ କ’ଣ ଲୁଚାଇବାକୁ ଚାହୁଁଥିଲେ ଜ୍ୟାକଲିନ ?

52

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଶେଷ ଥର ସଲମାନଙ୍କ ଫିଲ୍ମ ‘ରେସ୩’ରେ ନଜର ଆସିଥିଲେ । ଜ୍ୟାକଲିନ କ୍ୟାମେରା ସାମ୍ନାରେ ପୋଜ ଦେବାକୁ ପସନ୍ଦ କରନ୍ତି କିନ୍ତୁ ଏଥର ଘଟିଛି କିଛି ଭିନ୍ନ । ଏଥର ଯେତେବେଳେ ତାଙ୍କ ସାମ୍ନା କ୍ୟାମେରା ଏବଂ ମିଡିଆ ସହ ହୋଇଥିଲା ତାଙ୍କ ଚେହେରା ଓ ମୁଣ୍ଡ କପଡାରେ ଢାଙ୍କି ହୋଇଥିଲା ।

ଅନେକ ସମୟରେ ସେ କ୍ୟାମେରା ସାମ୍ନାରେ ଖୁସି ଦେଖାଯାଉଥିବା ଜ୍ୟାକଲିନ କ୍ୟାମେରା ଠାରୁ ବଂଚୁଥିବାର ନଜର ଆସିଥିଲେ ଏବଂ ନିଜ ଚେହେରାକୁ ଢାଙ୍କୁ ଥିଲେ ।

ଜ୍ୟାକଲିନ ଧଳା ଟପ ସହ ନୀଳ ଡେନିମ ପିନ୍ଧିଥିଲେ ଏବଂ ଗୋଲାପି ରଂଗର କପଡା ଢାଙ୍କି ହୋଇଥିଲେ । ଜ୍ୟାକଲିନ ଏଭଳି ଆଗାମୀ ଫିଲ୍ମ ପାଇଁ କରିଥିଲେ କି ଏହା ପଛରେ ଅନ୍ୟ କିଛି ମାମଲା ରହିଛି, ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡିନାହିଁ । ସେ ନିଜ କାର ଭିତରକୁ ଯାଇ ମଧ୍ୟ ଚେହେରାକୁ ସେହିଭଳି ଢାଙ୍କିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More