Only for Entertainment

ଅଲ୍ଲୁ ଅର୍ଜୁନ ଏବଂ ତବୁ ଦକ୍ଷିଣ ଭାରତର ସବୁଠାରୁ ବଡ ମ୍ୟୁଜିକାଲ ନାଇଟରେ ପହଂଚି ‘ଅଲା ବୈକୁଣ୍ଠପୁରମଲୋ’ର ମ୍ୟୁଜିକ ପ୍ରମୋଟ କଲେ ।

62

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ଅଭିନେତ୍ରୀ ତବୁ ନିଜ ଅପକମିଂ ତେଲୁଗୁ ଫିଲ୍ମ ‘ଅଲା ବୈକୁଣ୍ଠପୁରମଲୋ’ମ୍ୟୁଜିକ ଦକ୍ଷିଣ ଭାରତର ବଡ ମ୍ୟୁଜିକାଲ ନାଇଟରେ ଲଂଚ କରିଛନ୍ତି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହି ଇଭେଂଟ ଦକ୍ଷିଣ ଭାରତର ସବୁଠାରୁ ବଡ ମ୍ୟୁଜିକାଲ ନାଇଟ । ଯେଉଁଥିରେ ପାଖାପାଖି ୫୦ଟି ସଂଗୀତ କଳାକାର ଯେପରିକି ଅରମାନ ମଲିକ ଏବଂ ଶିବମଣି ସେହି କାର୍ଯ୍ୟକାମ ଆହୁରି ରଙ୍ଗୀନ କରିଥିଲେ । ତ୍ରିବିକ୍ରମ ଶ୍ରୀନିବାସଙ୍କ ନିର୍ଦ୍ଦେଶିତ ‘ଅଲା ବୈକୁଣ୍ଠପୁରମଲୋ’ପ୍ରଥମେ ‘ସମାଜାବାରଗମନା’, ‘ରାମୁଲୁ ରାମୁଲା’ ଏବଂ ‘ଓଶମଜି ଡାଡି’ ଜରିଆରେ ଦର୍ଶକଙ୍କ ମନ କିଣିଛି ।


ଏହି କାର୍ଯ୍ୟକ୍ରମରେ ସଂଗୀତକାର ଥମନ ଏସଙ୍କ ସହ ଫିଲ୍ମ ଟିମ ସୋମବାର ସାମିଲ ହୋଇଥିଲେ ।


ଫିଲ୍ମ ୧୨ଜାନୁଆରୀରେ ରିଲିଜ ହେବ । ‘ଅଲା ବୈକୁଣ୍ଠପୂରମଲୋ’ରୁ ତବୁ ଏକ ଦଶକରୁ ଅଧିକ ସମୟ ପରେ ତେଲୁଗୁ ଫିଲ୍ମକୁ ଫେରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More