Only for Entertainment

ଇଣ୍ଡିଆନ ଆଇଡଲ ମଂଚରେ ଡ୍ୟାନ୍ସ କରୁଥିବା ସମୟରେ ଏଭଳି କିଛି ଘଟିଲା, ନେହା ଲାଜେଇଗଲେ

47

ସିଙ୍ଗିଙ୍ଗ ରିଆଲିଟି ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜନ ୧୧ ଏବେ ଖୁବ ଚର୍ଚ୍ଚାରେ । ଏହା ଟିଭିରେ ଆସୁଥିବା ଲୋକପ୍ରିୟ ରିଆଲିଟି ଶୋ ମାନଙ୍କ ମଧ୍ୟରୁ ଗୋଟିଏ । ଗତବର୍ଷ ଭଳି ଏହି ବର୍ଷ ମଧ୍ୟ ଏହାକୁ ନେହା, ବିଶାଲ ଦଦଲାନି ଏବଂ ଅନୁ ମଲ୍ଲିକ ଜଜ୍ କରୁଛନ୍ତି । ଶୋ’ରେ କେବେ କେବେ ଏଭଳି କିଛି ଜିନିଷ ଦେଖିବାକୁ ମିଳୁଛି ଯାହା ଭାଇରାଲ ହେବାରେ ଲାଗୁଛି ।

 

 

ଆଜ୍ଞା ହଁ ଏହିଥର ମଧ୍ୟ ସେହିଭଳି କିଛି ଦେଖିବାକେୁ ମିଳିଛି । ବାସ୍ତବରେ ନେହା କକ୍କର ଆଦିତ୍ୟ ରୟ କପୂରଙ୍କ ସହିତ ଡ୍ୟାନ୍ସ କରୁଥିବା ସମୟରେ ପଡ଼ିଗଲେ । ଯାହାପରେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More