Only for Entertainment

ଓଲିଉଡ ଜଗତରେ ବଲିଉଡ ତଡକା, ଓଡିଆ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଏକ ନିଆରା ହିନ୍ଦୀ ଗୀତ, ଦେଖନ୍ତୁ !

youtube
0 162

ଓଲିଉଡ ଆଜି ରିଲିଜ ହେବାକୁ ଯାଉଛି ଏକ ପ୍ରେମ, ରୋମାଂଟିକ, ଏନରଜେଟିକ ସଂଗୀତ ‘ମିଲା ଦେ ତୁ’ । ଏହି ଗୀତକୁ କମ୍ପୋଜ କରିଛନ୍ତି ସୁରଜ ହାଲଦାର, ଲିରିକ୍ସ ଦେଇଛନ୍ତି ଆୱାଜ ଯମନ । ଏଥିରେ କଣ୍ଠଦାନ ଦେଇଛନ୍ତି ଜଣେ ଓଡିଆ କଣ୍ଠଶିଳ୍ପୀ ସରୋଜ ଜେନା । ଗୀତଟି ଖୁବ ସୁନ୍ଦର ହୋଇଛି । ଦେଖନ୍ତୁ ଏହି ଗୀତର ଷ୍ଟୁଡିଓ ଭର୍ସନ ।

ଯାହା ଆପଣଙ୍କ ମନକୁ ଛୁଇଁ ପାରିବ । ଓଲିଉଡ ଧୀରେ ଧୀରେ ବହୁତ ଉନ୍ନତ ହେବାକୁ ଲାଗିଲାଣି ଯାହା ଏହି ଗୀତରୁ ଜଣା ପଡୁଛି । ତେବେ ଆଜି ଏହି ଗୀତ ରିଲିଜ ହେବା ପରେ ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More