Only for Entertainment

ମୁକ୍ତିଲାଭ କଲା ରୋମାଂଟିକ୍ ଗୀତ ତୋ ଆଖିରେ ।

0 61

ଜବରଦସ୍ତ ଲିରିକ୍ସ ଆଉ ମନଛୁଆଁ ମ୍ୟୁଜିକ୍ ଶୁଣିବାକୁ ମିଳିଛି ରୋମାଂଟିକ୍ ଗୀତ ତୋ ଆଖି ଗୀତରେ । ପ୍ରିୟବ୍ରତ ଦାସଙ୍କ ସଙ୍ଗୀତ ଏବଂ ଲିରିକ୍ସରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ଶବିଶେଷ ମିଶ୍ର । ଗୀତ ଦୃଶ୍ୟାୟନରେ ସନ୍ଦୀପ ମିଶ୍ର ଓ ରିଶିଖା ମୁଖାର୍ଜୀଙ୍କ ରୋମାନ୍ସ ସ୍ଥାନ ପାଇଛି ।

ୟୁଆର୍ ମୁଭିଜ୍ ଓ ଗାୟତ୍ରି ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓକୁ ଡିରେକ୍ଟ କରିଛନ୍ତି ବିଷ୍ଣୁ ପ୍ରସାଦ ମହାରଣା । ୟୁଟୁବ୍ରେ ଗୀତକୁ ଦର୍ଶକ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More