Only for Entertainment

ବୋଗ ମାଗାଜିନ ପାଇଁ ସେକ୍ସି ଫଟୋସୁଟ କରାଇଲେ ପ୍ରିୟଙ୍କା ଏବଂ ନିକ, ଦେଖନ୍ତୁ !

195

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକାନ ସିଙ୍ଗର ନିକ ଜୋନସ ଶନିବାର ଯୋଧପୁର ଉମୈଦ ଭବନରେ ସୁନ୍ଦର ଅନ୍ଦାଜରେ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମାତ୍ର ଏହାପୂର୍ବରୁ ଏହି ଯୋଡି ହଟ ଫଟୋସୁଟ କରାଇଛନ୍ତି । ଯେଉଁଥିରେ ଦୁହିଁଙ୍କ କ୍ଲୋଜନେସ ପରିଷ୍କାର ନଜର ଆସିଛି ।

 

View this post on Instagram

 

How Romantic!! ? @voguemagazine #photoshoot #priyankaandnick #priyankachopra #nickjonas #nikyankawedding #nickyankawedding

A post shared by Nari Kesari (@nari.kesari) on

 

View this post on Instagram

 

“People will need vacations after this wedding,” @priyankachopra joked of her wedding to @nickjonas, which took place today in Jodhpur, after festivities began on Wednesday. It was important to the couple that their wedding was a thoughtful representation of both their cultures, much like their roka engagement ceremony, which Chopra described as “an incredible coming-together of two really ancient cultures and religions,” in her Vogue cover story. A Christian wedding was held on Saturday, and a Hindu ceremony will take place on Sunday. To celebrate this occasion, the newlyweds are the stars of Vogue’s first-ever digital cover, featuring two scenes, including this one directed by @stevenbrahms. Tap the link in our bio to see both digital covers. Captured on #pixel3

A post shared by Vogue (@voguemagazine) on

ଫଟୋସୁଟ କରାଇବା ବ୍ୟତୀତ ବୋଗ ମାଗାଜିନ ପାଇଁ ଦୁହେଁ ଏକ ଇଂଟରଭ୍ୟୁ ମଧ୍ୟ ଦେଇଥିଲେ । ଦୁହେଁ ନିଜର ପ୍ରଥମ ଡେଟ ଏବଂ କିସ ବିଷୟରେ ଫ୍ୟାନ୍ସମାନଙ୍କୁ ଜଣାଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଦୁହଁଙ୍କ ଫଟୋ ଏବେ ଇନଷ୍ଟାଗ୍ରାମରେ ଟ୍ରେଣ୍ଡ ହେବାରେ ଲାଗିଛି । ବୋଗ ମାଗାଜିନ ପ୍ରିୟଙ୍କା ଏବଂ ନିକଙ୍କ ଫଟୋ ଇନଷ୍ଟାଗାମରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More